Browsing Category
Top Stories
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ‘ଓଡ଼ିଶା ରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍…
ଏକାସାଙ୍ଗରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ଅସୁବିଧା
ଆଜିର ଆଧୁନିକ ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ବିଷୟରେ ଅନେକ କଥା କୁହାଯାଏ, କିନ୍ତୁ ଆୟୁର୍ବେଦର ନିୟମକୁ ଗ୍ରହଣ କରାଯାଏ ନାହିଁ । ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ତେବେ ଆପଣଙ୍କୁ ସନ୍ତୁଳିତ…
ଲଞ୍ଚ ପୂର୍ବରୁ ଲିକ୍ ହେଲା JioPhone Nextର ଡିଟେଲ
ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସ ତଳେ JioPhone Nextର ଲଞ୍ଚ ନେଇ ସୂଚନା ଦିଆଯାଇଥିଲା । ସେପ୍ଟେମ୍ବର ୧୦ରେ ଏହି ଫୋନର ବିକ୍ରି ଆରମ୍ଭ ହେବ । ଫୋନର ଲଞ୍ଚ ସ୍ୱାଧୀନତା ଦିବସରେ ହୋଇପାରେ । JioPhone Next ଏକ ଶସ୍ତା 4G…
ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ଟ୍ରାନ୍ସଫର, ଏବେ ଆମେରିକାରେ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ଆମେରିକାରେ ଟ୍ୱିଟରର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ଶୁକ୍ରବାର ଏନେଇ କମ୍ପାନୀ ସୂଚନା ଦେବା ସହ କୁହାଯାଇଛି ମାହେଶ୍ୱରୀଙ୍କୁ ମୁଖ୍ୟାଳୟରେ ଏକ ବଡ଼…
ଏଣିକି ଲୋକେ ବାଛିବେ ମେୟର୍ ଓ ଅଧ୍ୟକ୍ଷ, ଜାଣନ୍ତୁ କେମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଲୋକେ ବାଛିବେ ମେୟର । ସିଧା ସଳଖ ଭାବେ ଭୋଟ ଦେଇ ଲୋକେ ବାଛିବେ ଅଧ୍ୟକ୍ଷ ଓ ମେୟର । ପ୍ରସ୍ତାବିତ ସଂଶୋଧନରେ ଲୋକଙ୍କୁ ମିଳିବ କ୍ଷମତା । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ…
ଆସନ୍ତାକାଲି NEST ପରୀକ୍ଷା
ଭୁବନେଶ୍ୱର: ନାଇଜରରେ ନାମଲେଖା ପାଇଁ ଆସନ୍ତାକାଲି ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (NEST) ପରୀକ୍ଷା । ଓଡ଼ିଶାରେ ୩୩ଟି ସେଣ୍ଟରରେ ହେବ NEST ପରୀକ୍ଷା । ଓଡ଼ିଶାରେ ପରୀକ୍ଷା ଦେବେ ୯ ହଜାର ପରୀକ୍ଷାର୍ଥୀ ।…
ଲେଡି ଫିଙ୍ଗର୍ ଭଳି ଲେଡିଙ୍କ ଫିଙ୍ଗର୍ କାଟିଦିଆଯାଏ, କାରଣ କଣ ଜାଣିଲେ ମୁଣ୍ଡରେ ହାତ ଦେବେ
ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷ ସମାଜ ସ୍ଥାନ କାଳ ଅନୁସାରେ ଏହାର ସାମାଜିକ ଚଳଣି ବଦଳାଇଥାଏ । ନିଜ ପାଇଁ ନିଜ ବିଶ୍ୱାସରେ ଗଢ଼ିଥାଏ ପରମ୍ପରା । ଆଉ ସେ ମଧ୍ୟରେ ରହିଯାଇଥାଏ ଅନେକ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ । କିନ୍ତୁ…
୩୬୪ ରନ୍ ରେ ଭାରତ ଅଲଆଉଟ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଲର୍ଡ୍ସଠାରେ ଖେଳାଯାଉଛି। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସରେ ୩୬୪ ରନ କରି ଅଲଆଉଟ ହୋଇଛି ।…
ଦେବାଶିଷଙ୍କୁ ଝୁରୁଛି କିଶୋରନଗର, ମାଟି ପାଇଁ ଦେଲେ ବଳିଦାନ
ଓଡ଼ିଶା ଭାସ୍କର ବ୍ୟୁରୋ: ଜଙ୍ଗଲରେ ପାଦେ ପାଦେ ଥିଲା ଶତ୍ରୁ ଆକ୍ରମଣ ଭୟ । ସର୍ବଦା ସଜାଗ ରହୁଥିଲେ ବୀର ଯବାନ । ଶତ୍ରୁର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିବାକୁ ସତର୍କ ରହୁଥିଲେ । ନକ୍ସଲମାନଙ୍କ ମୃତ୍ୟୁଯନ୍ତାକୁ ମାତ୍…
ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜଗତସିଂହପୁର ହେଉଛି ଓଡ଼ିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା…