Browsing Category

Top Stories

କୋଟିପତି ପିଏସଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ୍ ବିରଞ୍ଜି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି । ଅୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ ଙ୍କ ମାମଲାର ଇଡି ତଦନ୍ତ କରିବ । କେଉଁଠୁ ଏବଂ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୬୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…

କେନ୍ଦ୍ର ସରକାରଙ୍କ ଏକ ଯୋଜନାରେ ଆପଣ ପାଇପାରିବେ ୧.୩ ଲକ୍ଷର ଫାଇଦା, ମାତ୍ର କରିବାକୁ ହେବ ଗୋଟିଏ କାମ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅନେକ ନୂଆ ନୂଆ ଲାଭଦାୟକ ଯୋଜନା ପ୍ରଣୟନ କରିଥାନ୍ତି । ମାତ୍ର ଏହି ଲାଭକାରୀ ଯୋଜନା ବିଷୟରେ ଅଧିକାଂଶ ଲୋକ ଜାଣିନଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ…

Prime Ministerଙ୍କ ବାସଭବନ ଭଡ଼ାରେ ଲାଗିବ, ପଇସା ଅଭାବରୁ ଏହି ଦେଶର ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ : ଜଣେ ସାଧାରଣ ଲୋକ ନିଜ ଘରକୁ ବ୍ୟବସାୟ, ଫାମିଲି, ବ୍ୟାଚଲରଙ୍କୁ ଭଡ଼ା ସୂତ୍ରରେ ଦେଇଥାଏ । ମାତ୍ର ଯଦି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ, ତେବେ ଯେ କେହି ଏହି କଥାରେ…

ଲଭଲୀନାଙ୍କ ମ୍ୟାଚ୍ ପାଇଁ ସ୍ଥଗିତ ହେବ ବିଧାନସଭା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ଲଭଲୀନାଙ୍କର ଦମ ଦେଖିବାକୁ ମିଳିବ । ତେବେ ଖାସ୍ କଥା ହେଉଛି ଲଭଲୀନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । କେବଳ ଆସାମ ନୁହେଁ…

ତିନିଦିନିଆ କନ୍ଧମାଳ ସାହିତ୍ୟ ମହୋତ୍ସବ ଭର୍ଚ୍ୟୁଆଲ ସଂସ୍କରଣର ପରିସମାପ୍ତି

ଫୁଲବାଣୀ : ସୃଜନଶୀଳତା, ଶାନ୍ତି ଓ ବିକାଶରେ ଦେଶୀୟ ଭାଷାର ଭୂମିକା, ଏହି ପ୍ରମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା କନ୍ଧମାଳ ସାହିତ୍ୟ ମହୋତ୍ସବ – ଭର୍ଚ୍ୟୁଆଲ ସଂସ୍କରଣ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧ରେ…

କରୋନା ନେଲା ୬୬ ମୁଣ୍ଡ, ରାଜ୍ୟରେ ଉପରକୁ ଉଠୁଛି ସଂକ୍ରମଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…

ଲାଲ ଗ୍ରହରେ ମିଳିଲା ବରଫ, ଇନ୍‌ଷ୍ଟାରେ ଫଟୋ ସେୟାକଲା ନାସା

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ…

ଆଜି ରାଜ୍ୟରେ ୧୩୧୫ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…