Browsing Category
Top Stories
ରୋଷେଇ ଘରେ ଥିବା ଜିରା ବଦଳାଇପାରେ ଆପଣଙ୍କ ଭାଗ୍ୟ, ଘରେ ହେବ ଧନର ବର୍ଷା
ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିର୍ମାଣ ଓ ରକ୍ଷଣାବେକ୍ଷଣା ବିଷୟରେ ସଠିକ୍ ଦିଗ ଓ ନିୟମ କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଦ୍ୱାରା ଆପଣ ନକାରତ୍ମକ ଶକ୍ତିରୁ ମୁକ୍ତି ପାଇବା ସହ ଜୀବନ ସହିତ ଜଡିତ କିଛି ସମସ୍ୟା…
ଏହି କମ୍ପାନୀ କର୍ମଚାରୀଙ୍କୁ ଦେବ ୨୬ ସପ୍ତାହର ପୈତୃକ ଛୁଟି, ଲିଙ୍ଗରେ ଫରକ୍ ନାହିଁ
ନୂଆଦିଲ୍ଲୀ: ମାଦକ ପାନୀୟ ନିର୍ମାଣ କରୁଥିବା କମ୍ପାନୀ DIAGEO India ସୋମବାର ଦିନ କହିଛି ଯେ, ସେ ନିଜର ଫ୍ୟାମିଲି ହଲିଡେ ପଲିସି ଅଧିନରେ ସ୍ତ୍ରୀ-ପୁରୁଷ ଉଭୟ ଲିଙ୍ଗର କର୍ମଚାରୀଙ୍କୁ ୨୬ ସପ୍ତାହର ପେରେଣ୍ଟଲ ଛୁଟି…
ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି ।…
୧୬ ଟନ ସୁନା ଚୋରି କରି ଏମିତି ଖସିବାରେ ସଫଳ ହେବେ କି ପ୍ରଫେସର ଓ ଟିମ୍; ଏତିକି ତାରିଖରେ ହେବ ଖୁଲାସା
ନୂଆଦିଲ୍ଲୀ: ମନି ହେଇଷ୍ଟ ଏମିତି ଏକ ୱେବ୍ ସିରିଜ୍ ଯେଉଁଥିରେ କି ଦର୍ଶକ ନକରାତ୍ମକ ଚରିତ୍ରକୁ ଅଧିକ ପସନ୍ଦ କରିଥାନ୍ତି । ସୋମବାର ରିଲିଜ ହୋଇ ଯାଇଛି ମନି ହେଇଷ୍ଟର ୫ମ ସିଜିନର ଟ୍ରେଲର । ନେଟଫ୍ଲିକ୍ସ ପକ୍ଷରୁ ରିଲିଜ…
ଲଞ୍ଚ ହେଲା Infinix Smart 5A, ବଜେଟରେ ରହିଛି ଆକର୍ଷଣୀୟ ଫିଚର
ସ୍ମାର୍ଟଫୋନ କମ୍ପାନୀ Infinix ଭାରତରେ ଏହାର ବଜେଟ ସ୍ମାର୍ଟଫୋନ Infinix Smart 5A ଲଞ୍ଚ କରିଛି । ଏହାକୁ କମ୍ପାନୀର Infinix Smart 5 ର ଲାଇଟ ଭାରିଆଣ୍ଟ କୁହାଯାଇପାରେ । ଫୋନର ଦାମ ୬,୫୦୦ ଟଙ୍କା ରହିଛି ।…
ଅରୁଣ ଦେଙ୍କ ପରଲୋକରେ ସଞ୍ଜୟ ଦାସବର୍ମାଙ୍କ ଶୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ବରର ପୂର୍ବତନ ବିଧାୟକ,ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅରୁଣ ଦେଙ୍କ ପରଲୋକ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ବାମପନ୍ଥୀ ଚିନ୍ତାଧାରା ସହ ଜଡ଼ିତ…
ହାପି ବର୍ଥଡେ ସୀତା; ମୃଣାଲଙ୍କୁ ଏମିତି ୱିସ୍ କଲେ ଦୁଲକର
ମୁମ୍ବାଇ: ୨୯ ବର୍ଷରେ ପାଦ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର । ଏହି ଅବସରରେ ମାଲାୟଲମ୍ ସୁପରଷ୍ଟାର ତଥା ବଲିଉଡ ଫିଲ୍ମ ଜୋୟା ଫ୍ୟାକ୍ଟରର ଷ୍ଟାର ଦୁଲକର ସଲମାନ ତାଙ୍କୁ ୱିସ୍ ମଧ୍ୟ କରିଛନ୍ତି । ମୃଣାଲଙ୍କୁ…
ମୁଣ୍ଡରେ ବାଜିଲା ବଲ୍; ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ମାତ୍ର ୨ ଦିନ ବାକି ରହିଥିବା ବେଳେ ଭାରତକୁ ଲାଗିଛି ବଡ ଝଟକା । ଅଭ୍ୟାସ କରୁଥିବା ସମୟରେ ନେଟ୍ସରେ ମୁଣ୍ଡରେ ବଲ ବାଜିବା କାରଣରୁ ଆହତ…
ସାବଧାନ! ଲୁହରୁ ବି ବ୍ୟାପିପାରେ କରୋନା
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବ୍ୟକ୍ତିଙ୍କ ଆଖି ଲୁହରୁ ମଧ୍ୟ ହୋଇପାରେ ସଂକ୍ରମଣ । ଅମୃତସରର ଏକ ସରକାରୀ ମେଡିକାଲ କଲେଜ ତରଫରୁ କରାଯାଇଥିବା ଗବେଷଣାରେ ଦାବି କରାଯାଇଛି ଯେ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ହେଉ କିମ୍ବା…
ପୋଲିସ୍ ମାଡାମଙ୍କ ମାଗଣାରେ ଆଇଁଷ ଖାଇବାକୁ ଇଚ୍ଛା! ଅଡିଓ ଭାଇରାଲ୍
ଓଡ଼ିଶା ଭାସ୍କର ବ୍ୟୁରୋ: ମାଡାମ୍ ପୋଲିସ୍ ହୋଇଛନ୍ତି । ପୁଣି ଡିସିପି ପଦରେ ଅଛନ୍ତି । ଆଉ ତାଙ୍କର ଯାହା ଇଚ୍ଛା ଖାଇବାରେ କିଏ ରୋକିପାରିବ? ତେଣୁ ସେ ଫଟାଫଟ୍ ଅର୍ଡର ଦେଲେ- ମଟନ୍ ବିରିୟାନୀ, ଚିଙ୍ଗୁଡ଼ି ସହିତ ଆଉକିଛି…