Browsing Category
Top Stories
ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଆଜି ପରଲୋକ ହୋଇଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର…
ଆଉ ବ୍ୟାଙ୍କଖାତାକୁ ଆସିବନି ସରକାରୀ ସହାୟତା: ଏମିତି ପାଇବେ ଟଙ୍କା, ଜାଣନ୍ତୁ କଣ ରହିବ ବ୍ୟବସ୍ଥା
ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ସହାୟତା ସିଧାସଳଖ ଟ୍ରାନ୍ସଫର(ଡିବିଟି) ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିଥାଏ । ମାତ୍ର ଏହି ବ୍ୟବସ୍ଥା ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ…
କୋଟିପତି ପିଏସଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ ବିରଞ୍ଚିଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଇସ୍ତଫା ଦେଲେ, ଜାଣନ୍ତୁ କିଏ…
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ତଥା ପିଏମଓର ବରିଷ୍ଠ ଅଧିକାରୀ ଦେଇଛନ୍ତି ଇସ୍ତଫା । ସୋମବାର ଏହି ସୂଚନା ଦିଆଯାଇଥିବାବେଳେ ଚଳିତ ବର୍ଷ ଏଭଳି ପଦବୀ ଛାଡ଼ିବାରେ ଏହା ହେଉଛି…
ସିବିଏସଇ ଦ୍ୱାଦଶ ପିଲାଙ୍କୁ ପରୀକ୍ଷା ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗ ଦେବ ସିବିଏସଇ । ମାର୍କରେ ସନ୍ତୁଷ୍ଟ ନଥିବା ପିଲାଙ୍କୁ ଦିଆଯିବ ପରୀକ୍ଷା ସୁଯୋଗ । ପରୀକ୍ଷାରେ ପାଇଥିବା ମାର୍କକୁ ଚୂଡ଼ାନ୍ତ…
Whatsaapକୁ ଟକ୍କର ଦେବ ଭାରତୀୟ ‘Sandes’ ଆପ୍
ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ ଆସିଯାଇଛି ସ୍ୱଦେଶୀ ଆପ ‘ସନ୍ଦେଶ’ । ଭାରତ ସରକାର ଏହି ଆପ ଆପକୁ ଲଞ୍ଚ କରିଛନ୍ତି । ଇଲେକ୍ଟୋନିକ୍ସ ଆଣ୍ଡ ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏନେଇ…
ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ କମଲପ୍ରୀତ୍; ଭାଲେରୀ ଅଲମାନଙ୍କୁ ସ୍ୱର୍ଣ୍ଣ
ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମହିଳା ଡିସକସ ଥ୍ରୋୟର କମଲପ୍ରୀତ କୌର । ୬୪ ମିଟର ଦୂରକୁ ଡିସକସ ଫିଙ୍ଗି ରେକର୍ଡ କରିଥିବା କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ପଦକ ହାସଲରୁ ଅଳ୍ପକେ…
ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟପାହ୍ୟା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସମେତ କାର୍ଯ୍ୟକାରୀ…
ପହିଲମାନ ସାଗର ରାଣା ହତ୍ୟା ମାମଲା: ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ ବ୍ରାଞ୍ଚ, ସୁଶୀଲ ହିଁ ହେଉଛନ୍ତି ମାଷ୍ଟରମାଇଣ୍ଡ୍
ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ ପୋଲିସ ସୋମବାର ରୋହିଣୀ କୋର୍ଟରେ ଏହି ଚାର୍ଜସିଟ ଦାଖଲ…
୬୦ ଲକ୍ଷ ପୁରୁଣା ମୋବାଇଲ୍ ଫୋନରୁ ତିଆରି ହେଉଛି ଟୋକିଓ ଅଲିମ୍ପିକ୍ ପଦକ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବର୍ତ୍ତମାନ ଜାପାନ୍ ରେ ଟୋକିଓ ଅଲିମ୍ପିକ୍ ଗେମ୍ ଜାରି ରହିଛି । ସମସ୍ତଙ୍କ ଧ୍ୟାନ ଏବେ ବିଭିନ୍ନ କ୍ଷେତ୍ରରେ ଖେଳା ଯାଉଥିବା ଖେଳାଳୀଙ୍କ ଉପରେ ରହିଛି । ଏଥିସହିତ କେଉଁ କେଉଁ ଦେଶ କେତୋଟି ମେଡାଲ୍ ହାତଉଛି…