Browsing Category

Top Stories

ଆଜି ସକାଳ ୧୧ଟା ୩୦ ରେ ପୃଥିବୀର ନିକଟତର ହେବ ଶନି, ଜାଣନ୍ତୁ କ’ଣ ରହିବ ପ୍ରଭାବ

ଶନି ଏପରି ଏକ ଗ୍ରହ, ଯାହାର ରହସ୍ୟ ସମସ୍ତେ ଜାଣିବାକୁ ଚାହାଁନ୍ତି । ତାରାମଣ୍ଡଳରେ ଶନି ସହ ଜଡିତ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି, ଯାହାକି ସମସ୍ତଙ୍କ ପାଇଁ ଆକର୍ଷଣର କାରଣ ହେବ । ବୈଜ୍ଞାନିକଙ୍କ ମତରେ, ଆଜି ସକାଳ…

OAS ଅଧିକାରୀ ସ୍ତରରେ ଅଦଳବଦଳ, ଅମୀୟ କୁମାର ରାଉତ ହେଲେ ମୋ କଲେଜ ଓଏସଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୫ ଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଢେଙ୍କାନାଳ ଡିଆରଡିଏ…

ରାଜ୍ୟରେ ୬ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ପୁଣି ୬୭ ମୃତ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଆଜି ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀ ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’ । ଭୁବନେଶ୍ୱର ଡିପୋରୁ ୧୨୮ ‘ମୋ…

ରାଜ୍ୟରେ ଦୈନିକ ସଂକ୍ରମଣ ହେଲା ନିମ୍ନମୁଖୀ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

SBI ଆଣିଲା Home Loan ଅଫର୍: ୧୦୦ ପ୍ରତିଶତ ଫି’ ଛାଡ଼, ଏହି ସୁଯୋଗ କେବଳ ମାସକ ପାଇଁ ଉପଲବ୍ଧ

ନୂଆଦିଲ୍ଲୀ: ଯଦି ଆପଣ ଘର କିଣିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନୂଆ ଗ୍ରାହକଙ୍କ ପାଇଁ ହୋମ୍ ଲୋନ ଅଫର ଆଣିଛି ।…

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଆସିଛି ଏକ ନିରାଶଜନକ ଖବର । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ପୁଣି ଥରେ ନିରାଶ କରିଛନ୍ତି । ୨୦୦ ମିଟର ଟ୍ରାକରେ ଦୌଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।…

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ…

ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲା: ଅଗଷ୍ଟ ୫କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,: ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓୟାର ମାମଲା । ଏହି ପେଗାସସ୍‌ ସ୍ପାଏଓୟାର ସ୍ପଫ୍ଟଓୟାର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ…