Browsing Category

Top Stories

ଗୋଟିଏ ମିସ୍ କଲ୍ ରୁ ଜାଣିପାରିବେ PFରେ ଜମା ଅଛି କେତେ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ବା PF, ଯେଉଁଥିରେ ଆପଣଙ୍କ ଦରମାରୁ କଟିଥିବା ଟଙ୍କା ଜମା ହୋଇଥାଏ । ଏହି ଟଙ୍କାକୁ ସେତେବେଳେ ଆପଣ ବ୍ୟବହାର କରିପାରିବେ, ଯେବେ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକ ଥିବ । କିନ୍ତୁ…

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ୩ ଜଣ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସରକାରର ରାଜ୍ୟରେ ୨ ବର୍ଷ ପୂର୍ତ୍ତି ଅବସରରେ ସେ ଇସ୍ତଫା ଘୋଷଣା କରିବା ସହ ମଧ୍ୟାହ୍ନଭୋଜନ ପରେ…

ଏହି ଦେଶରେ ବିବାହ ପୂର୍ବରୁ ବର-କନ୍ୟା ଉପରକୁ ଫିଙ୍ଗାଯାଏ ସଢ଼ା ଟମାଟ ଓ ଅଣ୍ଡା

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ଏକ ଏପରି ର୍ପ ଯେଉଁଥିରେ ଦୁଇଟି ଅଜଣା ପରିବାର ଓ ଦୁଇ ଅଜଣା ହୃଦୟ ଯୋଡ଼ି ହୋଇଯାଆନ୍ତି । ତେବେ ପ୍ରତି ରାଜ୍ୟରେ ଓ ଦେଶରେ ବିବାହ ବିଭିନ୍ନ ପ୍ରକାରର ରୀତିନୀତି ସହିତ ଅନୁଷ୍ଠିତ ହୋଇଥାଏ ।…

ଅଲିମ୍ପିକ୍ସରେ ପାକିସ୍ତାନର ମାତ୍ର ୧୦ ଖେଳାଳି, ଲଜ୍ଜା ବୋଲି କହିଲେ ପୂର୍ବତନ କ୍ରିକେଟର୍

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ପାକିସ୍ତାନରୁ ମାତ୍ର ୧୦ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି । ଏହା ସବୁଠାରୁ ବଡ଼ ଲଜ୍ଜାଜନକ ଘଟଣା ବୋଲି ପୂର୍ବତନ କ୍ରିକେଟର୍ ଇମ୍ରାନ୍ ନାଜିର୍…

ଦେଶରେ ନିମ୍ନମୁଖୀ କରୋନା ଗ୍ରାଫ୍, ଆଜି ୪୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ହାଇଦର୍ ଏନକାଉଣ୍ଟର୍, ପୁଲିସ୍ କମିସନର୍ ଏବଂ ସଂଯୋଗ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟରକୁ ନେଇ ଅନେକ କଥା ସାଧାରଣରେ ଆଲୋଚନା ହେଉଛି । ତେବେ ପୋଲିସ କହିବା ଅନୁସାରେ ତାକୁ ବାରିପଦା ନିଆଯାଉଥିବାବେଳେ ଜଣେ ଇନ୍ସପେକ୍ଟର୍ ଏବଂ…

ଅନଲାଇନ୍ ଡେଟିଂ ସମୟରେ ଏହି ଦିଗପ୍ରତି ଦିଅନ୍ତୁ ଅଧିକ ଧ୍ୟାନ୍, ରହିବେ ସୁରକ୍ଷିତ

ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଟେକ୍ନୋଲୋଜି, ଇଣ୍ଟରନେଟ ଓ ସୋସିଆଲ ମିଡିଆ ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅନଲାଇନ୍ ଡେଟିଂ ଏକ ନୂଆ ଟ୍ରେଣ୍ଡ ହୋଇଛି । ପୁରୁଣା ସମୟରେ ପ୍ରେମର ପରିପ୍ରକାଶ କରିବା…

ଆଫଗାନିସ୍ତାନରେ ରାଷ୍ଟ୍ରପତି ଭବନ ଉପରେ ହୋଇଥିବା ରକେଟ୍ ହମଲାର ମାଷ୍ଟରମାଇଣ୍ଡ୍ ଗିରଫ

କାବୁଲ୍: ଆଫଗାନିସ୍ତାନର କାବୁଲ୍ ସହରରେ ଇଦ୍ ସମୟରେ ନମାଜ ପାଠ ହେଉଥିବା ସମୟରେ ରାଷ୍ଟ୍ରପତି ଭବନ ଉପରେ ହୋଇଥିବା ରକେଟ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗୃହ ମନ୍ତ୍ରାଳୟର…

‘ଆପଣଙ୍କ ବାଥରୁମ୍ ଝରକା ପଟରୁ ସବୁକିଛି ବାହାରକୁ ଦେଖାଯାଉଛି’; ମହିଳାଙ୍କୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଚିଠି

ନୂଆଦିଲ୍ଲୀ: ଅନେକ ସମୟରେ ଲୋକମାନଙ୍କ ସହିତ କିଛି ଏପରି ଘଟଣା ଘଟିଯାଏ ଯାହା ସେମାନେ କେବେ ବି ଆଶା କରିନଥାନ୍ତି । ଆଉ କିଛି କଥା ଏପରି ରହିଛି ଯାହା ଆମ ସହିତ ଚାରିପଟରେ ଘଟୁଛି କିନ୍ତୁ ସେସବୁର ଆମେ ଟେର୍ ପାଇପାରୁନେ…

ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପାଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଇସ୍ତଫା ନେଇ ୟେଦ୍ୟୁରପ୍ପା ଘୋଷଣା କରିଛନ୍ତି । ମଧ୍ୟାହ୍ନ…