Browsing Category
Top Stories
ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର
ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ…
ଗୁଗୁଲ୍ ପେରୁ ମିଳିବ ଲୋନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ: ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ ଟିପରେ ହାତ ପାହାନ୍ତାରେ ମିଳି ପାରିବ ଲୋନ୍ । ଗୁଗୁଲ୍ ପେ ଜରିଆରେ କ୍ଷୁଦ୍ର ବ୍ୟବସାୟୀ ଲୋନ୍ ପାଇଁ ଆବେଦନ କରିପାରିବେ । ଡିଜିଟାଲ…
ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ, ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆକାଶରୁ ବିମାନ ଉଭେଇଗଲା । ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯିବା ପରେ ପୁଣି ଏକ ବିମାନ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏହି ବିମାନ ନିଖୋଜ ହୋଇଥିବା…
ଓଡ଼ିଶାର ଦୁଇ ଭଉଣୀଙ୍କ କମାଲ, ଇକୋ-ଫ୍ରେଣ୍ଡଲି ବ୍ୟାଟେରୀରେ ଅଟୋ ମୋବାଇଲ ସେକ୍ଟରରେ ଆଣିଲେ ନୂତନ ବିପ୍ଳବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବ୍ୟବସାୟ ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ଶିଳ୍ପ ସବୁ କ୍ଷେତ୍ରରେ ଅଗ୍ରଣୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶିଳ୍ପ…
୧୧ରେ ଲଘୁଚାପ ! ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲା ସାବଧାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୧ରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ…
ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ଏହି ଗଛକୁ, ସାପ ଠାରୁ ଅଧିକ ଭୟଙ୍କର ଏହାର ଶାଖା-ପ୍ରଶାଖା
ନୂଆଦିଲ୍ଲୀ: ବୃକ୍ଷ ଚତୁଃର୍ପାଶ୍ୱକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଚାରିପାଖରେ ଦେଖୁଥିବା ଅନେକ ବୃକ୍ଷ ଆମକୁ…
୧୫ ଲକ୍ଷ ଅତିରିକ୍ତ ଟିକା ଦାବି କଲା ଓଡ଼ିଶା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପକ୍ଷରୁ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟରେ ସୋମବାର ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ବେଳେ ସମୁଦାୟ ଟିକାକରଣ…
ଦୃଷ୍ଟିହୀନଙ୍କୁ ଅନଲାଇନ୍ ଶିକ୍ଷା ଦେଉଛନ୍ତି ଟିଫାନୀ ବ୍ରାର
ଥିରୁଅନନ୍ତପୁରମ୍: କେରଳରେ ଜଣେ ଦୃଷ୍ଟିହୀନ ମହିଳା ସାମାଜିକ କର୍ମୀ ଟିଫାନି ବ୍ରାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ଦୂରତା ଶିଖରରେ ପହଞ୍ଚିଛି । ଏପରିକି…
ଚାଲାଣଠାରୁ ବର୍ତ୍ତିବା ପାଇଁ ଜୁଗାଡ୍ ଟେକ୍ନୋଲୋଜି: ପୁଲିସ୍ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ଆଜିକା ସମୟରେ ଲୋକଙ୍କ ପାଖରେ ସବୁ ଜିନିଷର ବିକଳ୍ପ ଉପଲବ୍ଧ ରହିଛି । ନିଜ ସୁବିଧା ଅନୁସାରେ ଲୋକମାନେ ଜୁଗାଡ୍ କରିବାର ରାସ୍ତା ବାହାର କରିଦେଉଛନ୍ତି । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ…
ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଏହି ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କେନ୍ଦ୍ରରେ ଜଣେ…