Browsing Category
Top Stories
ସୌମ୍ୟଙ୍କୁ ନେବାବେଳେ ଗାଡ଼ି ୩ ଥର ଅଟକିଥିଲା; ମାନିଲେ ଆମ୍ବୁଲାନ୍ସ ଡ୍ରାଇଭର୍…
ଓଡ଼ିଶା ଭାସ୍କର ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସ୍ପାଇଛି ଆଉକିଛି ତଥ୍ୟ। ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଅଟକି ଥିବା…
ଆସନ୍ତା ବର୍ଷରୁ ପ୍ଲାଷ୍ଟିକ ଦ୍ୱାରା ନିର୍ମିତ ହେଉଥିବା ଏହିସବୁ ଜିନିଷ ହୋଇଯିବ ବ୍ୟାନ୍, ଜାଣନ୍ତୁ କଣ
ନୂଆଦିଲ୍ଲୀ: ୨୦୨୨ ଜାନୁଆରୀ ୧ ତାରିଖରୁ ଆଇସକ୍ରିମ୍ ଓ କ୍ୟାଣ୍ଡିରେ ଲାଗିଥିବା ଷ୍ଟିକ୍ ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ୍ ର ଅନେକ ଗୁଡ଼ିଏ ସାମାନକୁ ବ୍ୟାନ୍ କରିଦିଆଯିବ । ଶୁକ୍ରବାର ସଂସଦରେ ସରକାରଙ୍କ ପକ୍ଷରୁ ଏନେଇ…
ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟ୍ରାଏଲ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ୨ରୁ ୬ ବର୍ଷର ଶିଶୁଙ୍କ ଉପରେ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସନର ଦ୍ୱିତୀୟ ଡୋଜ୍ ଟ୍ରାଏଲ୍ ଆରମ୍ଭ ହେବ । ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥା ବା ଏମ୍ସ ପରୀକ୍ଷଣ ଆରମ୍ଭକୁ ନେଇ…
କଣ ଆପଣ ବି କେମିକାଲ୍ ମିଶିଥିବା ବିଷାକ୍ତ ଆମ୍ବ କିଣୁଛନ୍ତି କି? ଏହିପରି ଭାବରେ ଚିହ୍ନଟ କରନ୍ତୁ
ଓଡ଼ିଶା ଭାସ୍କର ବ୍ୟୁରୋ: ଖରା ଦିନରେ ଲୋକମାନେ ଆମ୍ବ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଏହି ସମୟରେ ବଜାରରେ ଅଧିକାଂଶ ଆମ୍ବ ଦେଖିବାକୁ ମିଳିଥିଲା । ତେବେ ଆମେ ସମସ୍ତେ ଜାଣିଛୁ ଯେ, କେମିକାଲ୍ ମିଶିଥିବା ଆମ୍ବ ଏବଂ ଗଛର…
ବର୍ଷା ନେଲା ୩୬ ଜୀବନ; ମୃତାହତ ସଂଖ୍ୟା ବଢିପାରେ
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ରାଇଗଡ଼ରେ ଭୂସ୍ଖଳନ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି…
୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ିଗଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ…
ବ୍ରେନ ଟ୍ୟୁମର ସର୍ଜରୀ ସମୟରେ ହନୁମାନ ଚାଳିଶା ପାଠ କଲେ ମହିଳା
ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ବେହୋସ ନକରି ଏକ ସଫଳ ବ୍ରେନ ଟ୍ୟୁମର ସର୍ଜରୀ ରାଜଧାନୀ ଦିଲ୍ଲୀ ଏମ୍ସ (AIIMS)ର ନ୍ୟୁରୋ ସର୍ଜରୀ ବିଭାଗରେ କରାଯାଇଛି । ଅସ୍ତ୍ରୋପଚାର ସମୟରେ ମହିଳା ଜଣକ ହନୁମାନ ଚାଳିଶା ପାଠ କରୁଥିଲେ ।…
ଅଗଷ୍ଟରେ ୧୫ ଦିନ ବ୍ୟାଙ୍କ ବନ୍ଦ; ଦେଖନ୍ତୁ ତାଲିକା
ଓଡ଼ିଶା ଭାସ୍କର ବ୍ୟୁରୋ: ଆସନ୍ତା ଅଗଷ୍ଟ ମାସରେ ବ୍ୟାଙ୍କର ଅତିରିକ୍ତ ଛୁଟି ହେବାକୁ ଯାଉଛି । ବ୍ୟାଙ୍କ କାରବାର ତୁରନ୍ତ କରିନେବା ଭଲ । ଅଗଷ୍ଟରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆରବିଆଇ…
+୩ ପାଠରେ ‘ବିପର୍ଯ୍ୟୟ ପରିଚାଳନା’, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ୍ୟସୂଚୀରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । +୩ ପ୍ରଥମବର୍ଷରେ ବାଧ୍ୟତାମୂଳକ…
କାଲି ବାହାରିବ ICSE ଦଶମ ଓ ISC ଦ୍ୱାଦଶ ରେଜଲ୍ଟ
ନୂଆଦିଲ୍ଲୀ: କରୋନା କାଳ ମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି । ତେବେ ଚଳିତବର୍ଷ ଆଇସିଏସଇ ଓ…