Browsing Category
Top Stories
ଦେଖନ୍ତୁ (Video) ଭାଙ୍ଗ ଖାଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ…ନୀତୀଶଙ୍କୁ କର୍ନ ମନ୍ତ୍ରଣା ଦେଉଥିବା ୫ ଜଣ ହିଁ ତାଙ୍କୁ ଖାଇଯିବେ
ପାଟନା: ବିହାର ବିଧାନସଭାରେ ହଙ୍ଗାମା । ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାବଡି ଦେବୀ ହୋଇଛନ୍ତି ମୁହାଁମୁହିଁ । ବିହାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସଦନରେ ବେଇଜ୍ଜତ କରୁଥିବା କହିଛନ୍ତି ରାବଡ଼ି ଦେବୀ ।
ଗୃହ…
Holi 2025: ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ
ଭୁବନେଶ୍ବର: ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ ହୋଲି । ଏନେଇ ବଜାର ପୁରା ରଙ୍ଗିନ । ବିଭିନ୍ନ ରଙ୍ଗ ବେରଙ୍ଗର ଅବିର ବିକ୍ରି କରୁଛନ୍ତି ଦୋକାନୀ । ଏହାରି ଭିତରେ କମିଶନରେଟ୍ ପୋଲିସ ହୋଲି ନେଇ ଗାଇଡଲାଇନ ଜାରି କରିଛି…
ହଟିଲା ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା କଟକଣା, ପ୍ରେସ ଗ୍ୟାଲେରୀକୁ ମିଳିଲା ମୋବାଇଲ ଅନୁମତି
ଭୁବନେଶ୍ବର: ସାମ୍ବାଦିକ ଓ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରେସ ଗ୍ୟାଲେରୀକୁ ମୋବାଇଲ ଅନୁମତି ମିଳିଛି ।
କିନ୍ତୁ ପ୍ରେସ…
ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସମ୍ବଲପୁରରୁ ହୋଇଥିବା ବେଳେ ଅନ୍ୟଜଣେ କେନ୍ଦ୍ରାପଡ଼ାର ବୋଲି…
ଗୃହରେ ରାସନକାର୍ଡ ପ୍ରସଙ୍ଗ: KYCରେ କଟିଲେ 84 ହଜାର, କେଉଁଠି କେତେ ଜାଣନ୍ତୁ
ଭୁବନେଶ୍ବର: ରାସନକାର୍ଡରେ କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ତେବେ ଆଜି ଗୃହରେ ଉଠିଛି ଭୂତ ରାସନକାର୍ଡ ପ୍ରସଙ୍ଗ । ରାଜ୍ୟରେ କେତେ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ବିନୀ କୁମାର ପାତ୍ର ପ୍ରଶ୍ନ…
ଆଜି ଏତିକି ଟଙ୍କା ବଢିଗଲା ସୁନାଦର, ଜାଣନ୍ତୁ ୧୦ ଗ୍ରାମ୍ ପିଚ୍ଛା କେତେ ଅଛି ?
ବିବାହଋତୁ ଚାଲିଥିବା ବେଳେ ସୁନାଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତକାଲି ଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି।…
(Video) ତାରାଙ୍କୁ ନିଲମ୍ବନ ନେଇ ରାଗିଗଲେ ସୁର ରାଉତରାୟ, କହିଲେ ମୋ ସହ ହେଲେ ମୁଁ ଦାନ୍ତ ଭାଙ୍ଗି ଦେଇଥାନ୍ତି
ଭୁବନେଶ୍ବର: ବିଧାନସଭାରୁ 7ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ତେବେ ଏହାକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି । ବିଜେଡି ମଧ୍ୟ କଂଗ୍ରେସ ସପୋର୍ଟରେ ବାହାରିଛି । ତେବେ ନିଲମ୍ବନ ନହଟିଲା ଯାଏଁ କେହି…
ଦିନ 12ଟାରୁ ଆକାଶରୁ ଅଗ୍ନିବର୍ଷା, ୩୭ ଟପିଲା ଝାରସୁଗୁଡ଼ା
ଭୁବନେଶ୍ବର: ଦିନ 12ଟାରୁ ଅସମ୍ଭାଳ ତାତି । ଦିନ ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 37 ଡିଗ୍ରୀ ଟପିଛି । ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ 37.2 ଡିଗ୍ରୀ ଟପିଲା । କହିରଖୁଛୁ କି, ଗତକାଲି ଏହି ସମୟରେ…
ଏମ୍ସରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଡିସଚାର୍ଜ, ମାର୍ଚ୍ଚ ୯ ରେ ହୋଇଥିଲେ ଭର୍ତ୍ତି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ଅପଡେଟ୍ ଦେଇଛନ୍ତି । ସୂଚନା ମୁତାବକ,…
ହୋଲି ଖୋଳିବା ପୂର୍ବରୁ ଏଭଳି ନିଅନ୍ତୁ କେଶ-ତ୍ବଚାର ଯତ୍ନ, ହେବନି କୌଣସି ସମସ୍ୟା
ନୂଆଦିଲ୍ଲୀ: ଆଉ ଦୁଇଦିନ ହେବ ହୋଲି ଉତ୍ସବ । ତେବେ ଏହା ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଇପାରେ । କାରଣ ହୋଲିର ଅଧିକାଂଶ ରଙ୍ଗ ରାସାୟନିକ, ଯାହା ଆପଣଙ୍କ କେଶ ଏବଂ ଚର୍ମକୁ କ୍ଷତି ପହଞ୍ଚାଇପାରେ । କିନ୍ତୁ ହୋଲି…