Browsing Category
Top Stories
କାମ କଲାନି ଟ୍ରମ୍ପଙ୍କ ପ୍ରତିଶୃତି.. ଲଞ୍ଚ ହେଲାନି କ୍ରୁ-10, କେବେ ଫେରିବେ ସୁନୀତା?
ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ଥରେ ଅଟକି ଯାଇଛି । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବା ପାଇଁ ବହୁତ…
ମହିଳାଙ୍କ ପାଇଁଁ ଡିଜେ ହେଲା କାଳ, ବାପଘର ଯିବା ବାଟରେ ଟଳି ପଡ଼ିଲେ
ଭୁବନେଶ୍ବର: ଡିଜେ ଶବ୍ଦରେ ଟଳି ପଡ଼ିଲେ ମହିଳା । ଡିଜେ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଘର ଦାଣ୍ଡରେ ହିଁ ମହିଳା ଜଣକ ଘର ଦାଣ୍ଡରେ ଟଳି ପଡ଼ିଛନ୍ତି ।
ଭଦ୍ରକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ…
କାର୍-ପିକଅପକୁ ଧକ୍କା ଦେଲା ଗ୍ୟାସ ଟ୍ୟାଙ୍କର, ଲିଭିଗଲା 7ଜଣଙ୍କ ଜୀବନ ଦୀପ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ବଡ଼ନାୱର-ଉଜ୍ଜୟୀନ ଚାରି-ଲେନରେ ଏକ ପେଟ୍ରୋଲ ଟ୍ୟାଙ୍କର ଏକ ପିକଅପ୍ ଏବଂ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୭…
ଦୀର୍ଘ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରିବେ ପ୍ରବେଶ, ବୃଷ ସହିତ ୩ ରାଶି ହେବେ ମାଲାମାଲ୍
ଓଡ଼ିଶା ଭାସ୍କର: ନ୍ୟାୟର ଦେବତା ଶନିଙ୍କୁ ସବୁଠାରୁ କଠୋର ଗ୍ରହ ବୋଲି ଲୋକେ ମାନନ୍ତି । କାରଣ ଶନିଦେବ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ଦେଇଥାଆନ୍ତି । ଯେଉଁ କାରଣରୁ ଶନି ରାଜାକୁ ରଙ୍କ ଓ ଗରିବକୁ ରାଜା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପରେ ଗଜପତି ମହାରାଜଙ୍କର ପ୍ରତିକ୍ରିୟା, ‘ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର’
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଗଜପତି ମହାରାଜ । ଅଧାପନ୍ତରିଆ ପ୍ରକଳ୍ପ, ମଠ ପୁନରୁଦ୍ଧାର ଆଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହା ପରେ ପ୍ରତିକ୍ରିୟା ଦେଇଥିଲେ ଗଜପତି ମହାରାଜ । ଉତ୍ତର…
ଆରମ୍ଭ ହୋଇଯାଇଛି ରୁକୁଣା ରଥ ନିର୍ମାଣ କାର୍ଯ୍ୟ, ୩ ତାରିଖ ସୁଦ୍ଧା ସରିବ ରଥ ତିଆରି
ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଉଭୟ ତ୍ରୟଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ୨ଟି ନୀତି ମନ୍ଦିରରେ କରାଯାଇଥିଲା ।
ସକାଳେ ବଲ୍ଲଭ ନୀତି ପରେ…
ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସାମ୍ବାଦିକାଙ୍କୁ କଲେ ଘରଣୀ
ଭୁବନେଶ୍ବର: ଚାଲିଛି ରାଜନେତାଙ୍କ ବାହାଘର ଋତୁ । ତେବେ ଗତକାଲି ବିବାହ କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ।
ପ୍ରଦୀପ ଗୋଆରେ ଡେଷ୍ଟିନେସନ ଓେଡିଂ କରି ସାମ୍ବାଦିକା ସୁଶ୍ରୀ…
ବାପା ଭୁଲିଗଲା ରକ୍ତ ସମ୍ପର୍କ, ପୁଅକୁ ଛୁରୀ ଭୁସି ହତ୍ୟା କଲା
ଭୁବନେଶ୍ବର: ସୋରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ ନାବାଳକ ପୁଅକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛି ବାପା । ଖଇରା ଥାନା ନରମା ଗାଁରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା ।
ଖବର ଅନୁସାରେ, ମାଆକୁ…
ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏପ୍ରିଲ…
ଏଣିକି ରାସନକାର୍ଡରେ ମିଳିବ ଗହମ, ଆଉ ରହିବନି ଅଟା ଟେନସନ୍
ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ରାସନକାର୍ଡ ମାଧ୍ୟମରେ ଗହମ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଲୋକଙ୍କୁ ଗହମ ବାଣ୍ଟିବା ନେଇ କରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି…