Browsing Category
Top Stories
“ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଟପିପାରେ ତାପମାତ୍ରା”, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା
ଭୁବନେଶ୍ୱର: ତାତିକୁ ନେଇ ଆସିଲା ଅପଡେଟ। ପାଣିପାଗ ବିଭାଗରେ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୁଚନା ଜାରି କରିଛନ୍ତି। ରାଜ୍ୟରେ ୧୭ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ।
୪ ଦିନ ପର୍ଯ୍ୟନ୍ତ…
ମାର୍ଚ୍ଚ ୩୦ରେ ଅନ୍ତଦୋୟ ଗୃହ ଯୋଜନା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଅନ୍ତଦୋୟ ଗୃହ ଯୋଜନା।
ସରକାର…
All England Open Badminton Championships: ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେଲେ ପିଭି ସିନ୍ଧୁ, ଭାଙ୍ଗିଗଲା ଟାଇଟଲର ସ୍ୱପ୍ନ
ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ଏବଂ ଦୁଇଥର ଅଲମ୍ପିକ ପଦକର ବିଜେତା ପିଭି ସିନ୍ଧୁଙ୍କୁ ଅଲ୍ ଇଣ୍ଡିଆ ବ୍ୟାଡମିଣ୍ଟନ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେବାକୁ ପଡିଛି।
ଏହି ମ୍ୟାଚରେ ସେ କୋରିୟାର…
ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ, ଦିନ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା। ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା। ଏଥିପାଇଁ କେହି ଖରାରୁ ଘରୁ ବାହାରି ପାରୁନାହାନ୍ତି। ଆଜି ରାଜ୍ୟର…
ପାଣିରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର, ସାଙ୍ଗମାନଙ୍କ ସହ ଯାଇଥିଲେ ଗାଧୋଇବାକୁ
ସମ୍ବଲପୁର: ଏକ ଅଘଟଣ ସୁନ୍ଦରଗଡ଼ରେ ଘଟିବା ପରେ ବର୍ତ୍ତମାନ ସମ୍ବଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଣିରେ ବୁଡ଼ି ଭିସୁଟ୍ ପ୍ରଥମ ବର୍ଷର ଛାତ୍ରଙ୍କର ମୃତ୍ୟୁ ଘଟିଛି।
ବୁର୍ଲା ପାୱାର ଚ୍ୟାନେଲ୍ ଅଠର ହଜାର…
ଆଇଏଫଏଫସିଓରେ ଏଗ୍ରିକଲ୍ଚର ଗ୍ରାଜୁଏଟ୍ ଟ୍ରେନି ପଦ ପାଇଁ ନିଯୁକ୍ତି, ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ
ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ଏଗ୍ରିକଲ୍ଚର ଗ୍ରାଜୁଏଟ୍, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ ।
ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ୍ ଲିମିଟେଡ୍ (ଏଏଫଏଫସିଓ) ଏଗ୍ରିକଲ୍ଚର…
ତାଉ ଦେଖାଉଛି ତାତି, ଏହି ସହରରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା
ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିିଛି ତାପମାତ୍ରା । ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି ।…
ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଇନଷ୍ଟାଗ୍ରାମ ସାଙ୍ଗ ସହ ଦେଖା କରିବାକୁ ଆସିଥିଲେ..
ନୂଆଦିଲ୍ଲୀ: ପୁଣି ଜାତୀୟ ରାଜଧାନୀରେ ଦୁର୍ଘଟଣା । ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଜଣେ ବିଦେଶୀ ମହିଳା ଇନଷ୍ଟାଗ୍ରାମର ସାଙ୍ଗକୁ ଭେଟିବା ପରେ ଦିଲ୍ଲୀ ଆସିଥିଲେ । ତେବେ…
ସୁନା ଗୁଜିଆ ଖାଇ ସେଲିବ୍ରେସନ କରନ୍ତୁ ହୋଲି, ଦେଖିବା ମାତ୍ରେ ମୁହଁରେ ଆସିଯିବ ପାଣି
ନୂଆଦିଲ୍ଲୀ: ହୋଲି ପର୍ବ ଆସିବା ମାତ୍ରେ ବଜାରଗୁଡ଼ିକ ମିଠାରେ ଭର୍ତ୍ତି ହୋଇଯାଏ । କିନ୍ତୁ ଏଥର କାନପୁରର ଏକ ମିଠା ଦୋକାନ ଏପରି କିଛି କରିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଠାରେ 24 କ୍ୟାରେଟ୍ ସୁନାରେ…
Flipkart Saleର ଆଜି ଶେଷ ଦିନ, ଶସ୍ତାରେ ମିଳୁଛି ଏହି ଫୋନ୍
ଭୁବନେଶ୍ବର: ଆଜି ଫ୍ଲିପକାର୍ଟର ଶେଷ ଦିନ । ଶସ୍ତାରେ କିଣିପାରିବେ ଏହି ଫୋନ୍ । ଯେଉଁମାନେ ଫୋନ କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆଜି ସୁବର୍ଣ୍ଣ ସୁଯୋଗ । ମାର୍ଚ୍ଚ 7 ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ୍…