fbpx
Browsing Category

Top Stories

ଅନଲାଇନରେ ବିକୁଥିଲେ ସିଗାରେଟ ,ଜବତ ହେଲା ଲାଭ ସହ ମୂଳ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ସାରା ଦେଶରେ ଲକ ଡାଉନ । ଅତ୍ୟବଶ୍ୟକୀୟ ଦ୍ରବ୍ୟ ଛାଡି ଅନ୍ୟ ଦ୍ରବ୍ୟ ବିକ୍ରୟ ଉପରେ ଲାଗିଛି କଟକଣା । ଏଭଳି ଅବସ୍ଥାରେ ସିଗାରେଟ ଅଭ୍ୟାସରେ ଥିବା ଲୋକଙ୍କୁ ମିଳୁନି ସିଗାରେଟ ।…

ପୁଣି ଜଣେ କରେ।ନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଛି । ଗତକାଲି ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୮୯ ରେ…

ବିଜ୍ଞାପନ ବିନା ଅଣନିଶ୍ୱାସୀ ମୁଦ୍ରିତ ଗଣମାଧ୍ୟମ ,ଚିନ୍ତାରେ ପ୍ରକାଶକ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର):ସାରା ଦେଶରେ ଲକ ଡାଉନ । ଆଉ ଲକ ଡାଉନ ପାଇଁ ଭୁଷୁଡି ପଡିଛି ଅର୍ଥନୀତି । ଛୋଟ ବଡ ସବୁ ଶିଳ୍ପସଂସ୍ଥା ଗରୁତର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କିଛି ଶିଲ୍ପସଂସ୍ଥାତ…

ନକଲି ବକ୍ଷ ପାଇଁ ବଂଚିଲା ଜୀବନ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର): ବକ୍ଷ ପ୍ରତିରୋପଣ ହେଲା ସହାୟ । ନକଲି ବକ୍ଷ ଯୋଗୁଁ ବଂଚିଗଲା ଜୀବନ । କାନାଡାର ଜଣେ ୩୦ ବର୍ଷିୟ ମହିଳା ରାସ୍ତାରେ ଚାଲିଚାଲି ଯାଉଥିଲେ । ଏହି ସମୟରେ ତାଙ୍କ ବାମ ଛାତିରେ ଏକ ଗୁଳି…

ପ୍ରବାସୀ ଓଡିଆ ଘରକୁ ଫେରିବାକୁ ଆଜିଠୁ ପଂଜୀକରଣ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର): ଓଡିଶା ବାହାରେ ୫ ଲକ୍ଷ ଓଡିଆ । ସଭିଏଁ ଘରକୁ ଫେରିବାକୁ ଆତୁର । ଲକ ଡାଉନ ଶେଷ ହେବାକୁ ଅପେକ୍ଷା । କିନ୍ତୁ ଘରୁକୁ ଫେରିବା ପୂର୍ବରୁ ପ୍ରଥମେ ପଂଜୀକରଣ ଜରୁରୀ । ପରେ ରାଜ୍ୟକୁ…

ଓଡ଼ିଶା ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ ମହମ୍ମଦ୍ ରଫିକ୍

ନୂଆଦିଲ୍ଲୀ, ୨୩ା୪: ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍ ରଫିକ୍‌ଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ବଦଳି କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଜଷ୍ଟିସ୍ ରଫିକ୍‌ଙ୍କ ବଦଳି…

ଲକ୍-ଡାଉନ୍ ସମୟରେ ରାସ୍ତାକୁ ଉଠିଆସିଲେ ଭାଲୁ, ଦେଖନ୍ତୁ ଭିଡିଓ

କରୋନା ଯୋଗୁଁ ଦେଶରେ ଲକ୍-ଡାଉନ୍ ଜାରି ହୋଇଛି, ଯାହା ଫଳରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ବନ୍ୟଜନ୍ତୁ । ଜଙ୍ଗଲୀ ପଶୁପକ୍ଷୀ ରାସ୍ତା ଉପରେ ନିର୍ଭୟରେ ବୁଲୁଥିବାର ଦେଖିବାକୁ…

ଆଜି ରାତି ୧୦ଟାରୁ ୨୬ତାରିଖ ସକାଳ ଯାଏଁ ୩ଜିଲ୍ଲା ସଟଡ଼ାଉନ

ଭୁବନେଶ୍ୱର,୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟର ତିନି ଜିଲ୍ଲା ସଟଡାଉନ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ହେବ । ଆଜି ରାତି ୧୦ଟାରୁ…

୨ ଯାଆଁଳା ଶିଶୁକୁ ଜନ୍ମ ଦେଲେ ୬୮ ବର୍ଷିୟା ମହିଳା

କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ନାଇଜରିଆରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ୪ ଆଇଭିଏପ୍ ପରେ ୨ଟି ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । କିନ୍ତୁ ଆପଣ…

ପତ୍ନୀର ଗୁଲାମୀ କରନ୍ତି ଏହି ଅକ୍ଷର ଥିବା ପତି

ବିବାହ ପରେ ସମସ୍ତଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ । ପ୍ରାୟ ଝିଅମାନେ ଚାହାନ୍ତି କି, ବାହାଘର ପରେ ପତି ସେମାନଙ୍କ କଥା ଶୁଣୁ ବା ମାନୁ । କିନ୍ତୁ କିଛି ଏପରି ପତି ଅଛନ୍ତି, ଯେଉଁମାନେ ପତ୍ନୀର ସବୁ ଇଛାକୁ…