Browsing Category

Top Stories

ଆଇଟି ଆକ୍ଟ ୬୬(ଏ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ସୂଚନା ପ୍ରଯୁକ୍ତି (ଆଇଟି) ଆଇନ ଧାରା ୬୬(କ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଆଇନ…

‘ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସ ସଭାପତି’: ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍‌ ରାୱତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି…

ବିଶ୍ୱରେ ଆରମ୍ଭ ହେଲାଣି ତୃତୀୟ ଲହର, ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ର ପ୍ରକେପ ; ଏବେଠୁ ସତର୍କ ନହେଲେ ସଂକ୍ରମଣ ବ୍ୟାପିବା ସହ ରଚିବ ମୃତ୍ୟୁର…

ଜେନେଭା, (ଓଡ଼ିଶା ଭାସ୍କର): ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କହି ଗୁରୁବାର ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆନ୍ଧାନୋମ୍‌ ଘେବ୍ରେୟେସୁସ୍‌…

ଭାରତୀୟ କ୍ରିକେଟ୍‌ ଦଳକୁ ଝଟ୍‌କା: ୱିକେଟ୍‌କିର୍‌ ରିଷଭ ପନ୍ତଙ୍କୁ କୋଭିଡ୍ ପଜିଟିଭ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଆଗାମୀ ଟେଷ୍ଟ ସିରିଜ ଖେଳିବା ପାଇଁ ମାନସିକ ପ୍ରସ୍ତୁତି ଚଲାଇଥିବା ବେଳେ ୱିକେଟ କିର ରିଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା…

ଆଜିଠୁ ଅଗଷ୍ଟ ୧ ଯାଏଁ ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କାର) : ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ୍‌ ଅବଧି । ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ…

ଫଟୋ ଦେଖି କହିଲେ; କାହା ପରି ଦେଖା ଯାଉଛି ସୈଫ୍-କରୀନାଙ୍କ ପୁଅ

ମୁମ୍ବାଇ: କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନଙ୍କ ଦ୍ୱିତୀୟ ସନ୍ତାନ ଜେହ ର ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ କରୀନା ନିଜର ପୁସ୍ତକ ପ୍ରେଗନାନ୍ସି ବାଇବେଲରେ ଜେହର ଫଟୋ ରହିଥିବା ବେଳେ ଏହା ସୋସିଆଲ ମିଡିଆରେ…

ଦୁର୍ଘଟଣା ଦେଖି ଧାଇଁ ଆସିଲେ ମହିଳା ଟ୍ରାଫିକ୍ ପୋଲିସ୍; ତାପରେ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଟ୍ରାଫିକ ପୋଲିସଙ୍କ ସେବା ମନୋବୃତ୍ତିର କାହାଣୀ ଆପଣ ଶୁଣିଥିବେ । ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ରାଜଧାନୀର ଏଜି ଛକରେ ଜନୈକ ମହିଳାଙ୍କ…

ପରଲୋକରେ ଆଜାଦ ହିନ୍ଦ ଫୌଜର ବୀର ଯବାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜାଦ ହିନ୍ଦ ଫୌଜର ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଷୋୟୀଙ୍କ ପରଲୋକ ଘଟିଛି । ରଣପୁର ବ୍ଲକର ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ମଝିଆ…

ବନ୍ୟା ନେଲାଣି ୩୦ ଜୀବନ; ବଢିବ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗୁରୁବାର ୟୁରୋପରେ ହୋଇଥିବା ବନ୍ୟାରେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶା କରାଯାଉଛି । ଜର୍ମାନୀ ଏବଂ ବେଲଜିୟମରେ ପ୍ରଳୟଙ୍କରୀ ବନ୍ୟା ଫଳରେ ଗୁରୁବାର ୩୦ ଜଣଙ୍କର…

ସ୍ୱାମୀ ସଫେଇ କର୍ମଚାରୀ କିନ୍ତୁ ସମାନ ଅଫିସରେ ସ୍ତ୍ରୀ ମୁଖିଆ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଆସିଛି ଏକ ଭଲ ଖବର । ଯେଉଁଠାରେ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ସେହି ବ୍ଲକ ଅଫିସରେ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସୁନୀଲ କୁମାର ନାମକ ଜଣେ ସଫେଇ କର୍ମଚାରୀ ଯେଉଁ ବ୍ଲକରେ ସଫେଇ…