Browsing Category
Top Stories
ବିଦ୍ୟାଙ୍କ ନାଁରେ ସେନାର ଫାୟାରିଙ୍ଗ ରେଞ୍ଜ; ଏମିତି ଆସିଲା ପ୍ରତିକ୍ରିୟା
ନୂଆଦିଲ୍ଲୀ: ବଲିଉଡ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାଁରେ ଏକ ଫାୟାରିଂ ରେଞ୍ଜକୁ ନାମିତ କରିଥିଲା ଭାରତୀୟ ସେନା । ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମାର୍ଗରେ ରହିଥିବା ଶୁଟିଂ…
ଆସନ୍ତା କାଲି କ୍ୟାବିନେଟ୍ ସଂପ୍ରସାରଣ; ଚର୍ଚ୍ଚାରେ ଏହି ସବୁ ନାମ
ନୂଆଦିଲ୍ଳୀ: ଆସନ୍ତଳ କାଲି ସନ୍ଧ୍ୟାରେ ହୋଇପାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ବୁଧବାର…
ଜୁଲାଇ ୨୦ରୁ JEE ମେନ୍
ନୂଆଦିଲ୍ଲୀ: JEE ମେନ୍ ପରୀକ୍ଷା ତାରିଖ ଆଜି ଘୋଷଣା ହୋଇଛି । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଜେଇଇ ମେନ୍ ସେସନ୍-୩ ପରୀକ୍ଷା ହେବ । ସେହିପରି ଜେଇଇ ମେସନ୍-୪ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ । ଏନେଇ…
ନବୀନ ନିବାସରେ ଦୁଇଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ…
ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ପ୍ରକଳ୍ପକୁ ଅନୁମୋଦନ, ଦେଢ଼ଲକ୍ଷ କୋଟିର ନିବେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରକଳ୍ପ ପାଇଁ ମୋଟ ୧.୪୬ ଲକ୍ଷ କୋଟି ଟଙ୍କା ବ୍ୟବବରାଦ ହୋଇଥିବା ବେଳେ ଏଥିରେ ରାଜ୍ୟର ପ୍ରାୟ ୨୭ ହଜାର ଲୋକଙ୍କୁ…
ଅନଲାଇନ୍ ଠକେଇ: ରିଚାର୍ଜ ବାହାନାରେ ଲୁଟିନେଲେ ୫୦ ହଜାର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଠକେଇର ଶିକାର ହୋଇଛନ୍ତି ଆଉଜଣେ ବରିଷ୍ଠ ନାଗରିକ । ରିଚାର୍ଜ ବାହାନାରେ ଜନୈକ ବରିଷ୍ଠ ନାଗରିକଙ୍କୁ ୫୦ ହଜାର ଟଙ୍କାର ଚୂନା ଲଗାଇଛନ୍ତି ସାଇବର ଠକ । ସୋର ବାସିନ୍ଦା ପ୍ରଫୁଲ୍ଲ…
ରଥଯାତ୍ରାରେ ଛେରାପହଁରା କରିବେ ଗଜପତି
ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା…
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ନୂଆ ଆବେଦନ ଦାଖଲ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ମାଗିଲା ଜବାବ୍
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ନୂଆ ଆବେଦନକୁ ନେଇ କେନ୍ଦ୍ର ଏବଂ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛି । ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱୀକୃତି ଦେବା ପାଇଁ ଦାବି କରାଯାଇଛି । ଖାଲି…
ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର
ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ…
ଗୁଗୁଲ୍ ପେରୁ ମିଳିବ ଲୋନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ: ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ ଟିପରେ ହାତ ପାହାନ୍ତାରେ ମିଳି ପାରିବ ଲୋନ୍ । ଗୁଗୁଲ୍ ପେ ଜରିଆରେ କ୍ଷୁଦ୍ର ବ୍ୟବସାୟୀ ଲୋନ୍ ପାଇଁ ଆବେଦନ କରିପାରିବେ । ଡିଜିଟାଲ…