Browsing Category

Top Stories

ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି: ମମତା

କୋଲକାତା/ନୂଆଦିଲ୍ଲୀ: ମିଟିଂ ହେଲା ସତ । କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି କହିବାକୁ ସୁଯୋଗ ମିଳିଲାନି । କେବଳ ଯାହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ ହିଁ କହିଲେ। ତେଣୁ କରୋନା ପରିପ୍ରେକ୍ଷୀରେ…

ଆଣ୍ଟାର୍କଟିକାରେ ଖସିଲା ଦିଲ୍ଲୀ ଆୟତନର ୩ ଗୁଣା ଆକାର ବରଫ ଖଣ୍ଡ

ନୂଆଦିଲ୍ଲୀ: ବର୍ଷକୁ ବର୍ଷ ବଢ଼ି ଚାଲିଛି ବିଶ୍ୱର ତାପାମାତ୍ରା । ଏହାରି ଫଳରେ ପ୍ରାଣୀ ଜଗତ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଘନେଇ ଆସୁଛି । ଝଡ଼-ବାତ୍ୟା, ବନ୍ୟା, ଭୂ-କମ୍ପ, ଅଦିନିଆ ବର୍ଷା ଭଳି ଅନେକ ପ୍ରାକୃତିକ…

କୁୁକୁର କରୁଛି ଯୋଗ, ଭିଡିଓ ଭାଇରାଲ୍

ୱାଶିଂଟନ୍ : ସାଧାରଣତଃ ମଣିଷ ମାନେ ଶରୀରକୁ ସୁସ୍ଥ ଏବଂ ଫୁର୍ତ୍ତି ରଖିବା ପାଇଁ ଯୋଗ କରିଥାନ୍ତି । ହେଲେ ଆପଣମାନେ କୁକୁରକୁ ଯୋଗ କରୁଥିବା କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି ତେବେ ଆଜି ଦେଖନ୍ତୁ । କୁକୁରକୁ…

ରଥଖଳା ପାଇଁ ବାୟୋ-ବବଲ୍ ବ୍ୟବସ୍ଥା

ପୁରୀ (ଓଡ଼ିଶା ଭାସ୍କର) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ତିଆରି କାମ ଜୋରଦାର ହେବାରେ ଲାଗିଛି । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଲହର ଜାରି ରହିଥିବାରୁ ସଚେତନତା ରକ୍ଷା…

ଭଦ୍ରକ କୋଭିଡ୍ ହସ୍ପିଟାଲ୍ ରେ ଲାଗିଲା ନିଆଁ

ଭଦ୍ରକ(ଓଡ଼ିଶା ଖବର): ଭଦ୍ରକ ମେଡିକାଲ୍ କୋଭିଡ୍ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଛି । ୱାର୍ଡ ତଳ ମହଲାରେ ଥିବା ଡିଜି ରୁମ୍ରେ ନିଅାଁ ଲାଗିଥିବା ସୂନା ମିଳିଛି। ଏହି ଦୁର୍ଘଟଣା ପରେ ସେଠାରେ ଆତଙ୍କ ଖେଳି ଯାଇଛି । ଲୋକେ…

କୋଭିଡ୍ ମହାମାରୀରେ ଆଖି ବୁଜିଲେ ଅରିଜିତ ସିଂଙ୍କ ମା’

ମୁମ୍ବାଇ : କୋଭିଡ୍ ମହାମାରୀରେ ଆଖି ବୁଜିଲେ ବଲିଉଡ୍ ର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂଙ୍କ ମା' । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ନିଧନ…

ବାର୍ଜ ଜାହାଜରୁ ନିଖୋଜଙ୍କ ସମ୍ପର୍କରେ ସୂଚନା ଦେଉନି Afcon କମ୍ପାନି

ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତଉକ୍ତେ ସାଜିଲା କାଳ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଲା ଜାହାଜ ବାର୍ଜ-୩୦୫ ଏବଂ ବିପଦରେ ପଡ଼ିଗଲେ ମୋଟ ୨୬୧ ଯାତ୍ରୀ । ସେମାନଙ୍କ…

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ ଘୋଷଣା କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ 'ମହାମାରୀ' ଭାବେ ଘୋଷଣା…

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…

ଆରପାରିରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ଯଶୋବନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱନାମଧନ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାର ଉଜୁଡ଼ି ଯାଉଛି । କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ପ୍ରାଣ ନେଇଗଲାଣି । ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ପୁରୁଷଙ୍କ…