fbpx
Browsing Category

Top Stories

ଡାକ୍ତରଖାନାରେ ଉଲଗ୍ନହୋଇ ବୁଲୁଛନ୍ତି ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀର ଲୋକେ

ଦିଲ୍ଲୀର ତବ୍ଳିଗି ଜମାତ ବା ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ଦେଶର କରୋନୋ ଗ୍ରାଫ୍ କୁ ହଠାତ୍ ବଢ଼ାଇ ଦେଇଛି । ପାଖାପାଖି ୯ ହଜାର ଲୋକେ ଏଥାପାଇଁ ସଙ୍ଗରୋଧରେ ରହିଛନ୍ତି । କିନ୍ତୁ ଏହି ଜମାତିମାନଙ୍କ ଡାକ୍ତରଖାନରେ…

ଥଣ୍ଡା ସର୍ଦ୍ଦିରୁ ବଞ୍ଚିବାର କିଛି ଫର୍ମୁଲା

କରୋନା ଆତଙ୍କ ସମୟରେ ସାମାନ୍ୟ ଥଣ୍ଡା ଜର ବି ମୁଣ୍ଡବ୍ୟଥା ବଢ଼ାଉଛି । ଜାଣନ୍ତୁ ଥଣ୍ଡା ଜ୍ଵରରୁ ବଞ୍ଚିବେ କିପରି ? .ଫ୍ରିଜରେ ରଖାଯାଇଥବା ଖାଦ୍ୟକୁ ସିଧା ସଳଖ ଖାଆନ୍ତୁ ନାହିଁ । ଫ୍ରିଜ ରୁ ବାହାର କରିବା ପରେ ଏହାକୁ…

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ କରୋନା ରୋଗୀ ଏବେ ସୁସ୍ଥ । ରୋଗୀ ଜଣଙ୍କର ଇଟାଲୀର ଟ୍ରାଭେଲ ହିଷ୍ଟ୍ରି ରହିଥିଲା । ୩୪ ବର୍ଷୀୟ ଯୁବକଜଣକ ଇଟାଲୀରେ ଉଚ୍ଚଶିକ୍ଷା କରିବା ସହ ପାର୍ଟ ଟାଇମ୍ ଜବ୍…

ଦେଶକୁ ପୁଣି ମୋଦିଙ୍କ ମନ୍ତ୍ର: ୫ ଏପ୍ରିଲ ରାତି ୯ ଟାରେ ୯ ମିନିଟ୍ ପାଇଁ ଜଳାନ୍ତୁ ଦୀପ,ମହମବତୀ,ଟର୍ଚ୍ଚ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍

ନୂଆଦିଲ୍ଲୀ,୩/୪: ଦେଶବାସୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା । ଲକ୍ ଡାଉନର ନବମ ଦିନରେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିଛନ୍ତି । ଘରେ ଥିଲେ ମଧ୍ୟ କେହି ଏକୁଟିଆ ନୁହନ୍ତି ବୋଲି…

କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୩୫ କରୋନା ସନ୍ଦିଗ୍ଧ

ଅଲିଗଡ,୨ ।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଠିନ ଚେଷ୍ଟା ଚାଲିଛି । ଏହାରି ମଧ୍ୟରେ ୟୁପିର ହାଥାରସ ଜିଲ୍ଲାରୁ ଏକ…

ଅଟୋ-ଟ୍ୟାକି୍ସ ଓ ରିକ୍ସା ଚାଳକଙ୍କୁ ମିଳିବ ୫ ହଜାର

ନୂଆଦିଲ୍ଲୀ,୨ ।୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫-୫ ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର…

‘ଏହି ମାସ ଶେଷ ସୁଦ୍ଧା ଲୋପ ପାଇବ କରୋନା ଭାଇରସ୍’- ଚୀନର ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ଦାବି

କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏସବୁ କେବେ ଶେଷ ହେବା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ବହୁ ବୈଜ୍ଞାନିକ ଓ ନେତାମାନେ ବି ଏହାର ଶେଷକୁ ଅନାଇ ବସିଛନ୍ତି । ଏହି ସମୟରେ…

ପଞ୍ଚମ ଆକ୍ରାନ୍ତଙ୍କ ନାମ ଓ ଠିକଣା ସାର୍ବଜନୀନ କଲେ ସରକାର

ଭୁବନେଶ୍ୱର, ୨ା୪(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ବିଏମସି । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଏବଂ ତାଙ୍କ ଘର ଭୁବନେଶ୍ୱରର ସ୍ଥିତ ସୂର୍ଯ୍ୟନଗର ପ୍ଲଟ ନମ୍ବର ୩୭,…

ଲକ୍ ଡାଉନ୍: କାଲି ସକାଳ ୯ଟାରେ ଦେଶକୁ ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୪: କରୋନା ଭାଇରସକୁ ନେଇ ଉପୁଜିଥିବା ସମସ୍ୟା ଓ ଲକ୍-ଡାଉନ୍ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

କରୋନା ଯୋଗୁଁ ବଢୁଛି ଅପରାଧ: ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା

ନୂଆଦିଲ୍ଲୀ,୨ ।୪: ଦେଶରେ କରୋନା ଭାଇରସ୍ ଯୋଗୁଁ ହାହାକାର ଦେଖାଦେଇଛି । ଗୋଟିଏ ପଟେ ଲୋକେ ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହାମାରୀ କାରଣରୁ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨୪ରୁ…