Browsing Category
Top Stories
୨୮ତମ ଜନ୍ମଦିବସରେ ନିଜ ସ୍ତ୍ରୀକୁ ପୁଣି ବିବାହ କରିବେ ‘ମ୍ରିତକ’
ନୂଆଦିଲ୍ଲୀ: ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ପାଇଁ ସରକାରଙ୍କ ସହିତ ୧୮ ବର୍ଷ ଲଢେଇ କରିଥିବା ଲାଲ ବିହାରୀ ମ୍ରିତକ ପୁନର୍ବାର ଚର୍ଚ୍ଚାରେ ରହିଛନ୍ତି । ଲାଲ ବିହାରୀ ଦ୍ୱିତୀୟ ଥର ବିବାହକୁ ନେଇ ଚର୍ଚ୍ଚାରେ…
ଡେଲଟା ଭାରିଆଣ୍ଟକୁ ନଷ୍ଟ କରିଦେବ ଏହି ଭ୍ୟାକ୍ସିନର ଗୋଟିଏ ଡୋଜ୍
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଜନସାଧାରଣ ଏବେ ବେଶିମାତ୍ରାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ…
ୟାମିଙ୍କୁ ଇଡିର ସମନ; ଜାଣନ୍ତୁ କାହିଁକି
ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ । ନିକଟରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ଚର୍ଚ୍ଚାରେ ଥିବା ୟାମୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ବିଦେଶୀ ମୁଦ୍ରା ହେରଫେର…
୩ ଲସ୍କର ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ
ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ୩ ଜଣ ଲସ୍କର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କଶ୍ମୀରର…
କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ
ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ…
ମାଦ୍ରାସ ଆଇଆଇଟି କ୍ୟାମ୍ପସରୁ ମିଳିଲା ଅଧ୍ୟାପକ ଜଳନ୍ତା ମୃତଦେହ, ୧୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ
ଚେନ୍ନାଇ : ଭାରତୀୟ ପ୍ରଦୌଗିକି ସଂସ୍ଥାନ(ଆଇଆଇଟି) ମାଦ୍ରାସ ଘଟିଛି ଅଘଟଣ। ଗୁରୁବାର କ୍ୟାମ୍ପସ ପରିସରରୁ ଏକ ଅର୍ଦ୍ଧଦଗ୍ଧ ଅଧ୍ୟାପକଙ୍କ ମୃତଦେହ ମିଳିଛି। ହକି ପଡିଆ ନିକଟରେ ମୃତଦେହ ଦେଖିବା ପରେ ଅନୁଷ୍ଠାନର କ୍ରୀଡ଼ା…
କିପରି ହେବ ଅଫଲାଇନ ମାଟ୍ରିକ ପରୀକ୍ଷା,କେମିତି ମିଳିବ ମାର୍କ ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟ ରେ ମାଟ୍ରିକ ପରୀକ୍ଷା କୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଅନେକ ଛାତ୍ର ଛାତ୍ରୀ ନିଜ ମାର୍କରେ ଅସନ୍ତୁଷ୍ଠ ଅଛନ୍ତି । ଅସନ୍ତୁଷ୍ଟ ପିଲା…
ସିଲ୍ ହେଲା ଏକାମ୍ର ପାର୍କ, ୨୩ ନଂ ୱାର୍ଡରେ କଣ୍ଟେନମେଣ୍ଟ୍ ଜୋନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ…
ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଦେଶ ଅଲୋଡ଼ା ରେକର୍ଡରେ ସାମିଲ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ମୃତ୍ୟୁବରଣ କରିବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ…
ପାକିସ୍ତାନ-ତୁର୍କିର ସେନାରେ ପିଲାଙ୍କୁ କରାଯାଏ ନିୟୋଜିତ, ୟୁଏସ୍ ଏହି ଲିଷ୍ଟରେ କଲା ସାମିଲ
ଇସଲାମାବାଦ୍: ଆମେରିକା ଗୁରୁବାର ଦିନ ପାକିସ୍ତାନ ଓ ତୁର୍କିକୁ ନିଜର ଶିଶୁ ସୈନ୍ୟ ନିରୋଧୀ ଅଧିନିୟମ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଏହାପରେ ଏହି ଦୁଇ ଦେଶକୁ ସୈନ୍ୟ ସହାୟତା ଉପରେ ରୋକ୍ ଲଗାଯାଇପାରେ ବୋଲି…