Browsing Category
Top Stories
ଟ୍ରେଣ୍ଡ ହେଉଛି #BoycottManekaGandhi, ଚିନ୍ତା ବଢ଼ାଇଲା ଅଡିଓ କଲ୍ ରେକର୍ଡିଂ!
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ବିଜେପି ସାଂସଦ ଥିବା ମେନକା ଗାନ୍ଧୀଙ୍କ ପାଇଁ ଅଡ଼ୁଆ ସାଜିଛି ଏକ ଅଡିଓ କଲ୍ ର ରେକର୍ଡିଂ । ପ୍ରାଣୀ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଫୋନରେ ଅଭଦ୍ର ଭାଷା କହିବାର ଅଡିଓ କଲ୍…
‘ଗର୍ଭବତୀ’ ନୁସରତ୍ ପାଣିରେ ନିଆଁ ଲଗାଇଦେଲେ! ପୋଜ୍ ଦେଲେ ସ୍ୱିମିଂ ପୁଲ୍ ରେ…
ଓଡ଼ିଶା ଭାସ୍କର ବ୍ୟୁରୋ: ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ୍ ଜହାଁ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଏକଦା ବଙ୍ଗଳା ସିନେମାରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ନୁସରତ୍ ରାଜନୀତିକୁ ଆସିବା ପରେ ଖୁବ୍…
ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ବାବା ରାମଦେବ
ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ସଙ୍କଟରେ ପଡିଛନ୍ତି ବାବା ରାମଦେବ । ଏନେଇ ଦେଶର ବିଭିନ୍ନ ରାଜ୍ୟରେ ଦିଆଯାଇଥିବା ଏଫଆରଆର ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଏଲୋପାଥି ଉପରେ…
ଭୁବନେଶ୍ୱରରୁ ଆଜି ୩୭୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ, ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । ସାହିତ୍ୟ (ଏଫଏଲଓ)ରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ ହୋଇଛି । ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ…
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ମଙ୍ଗ ଧରିଲେ ବନ୍ଦିତା ପରିଡ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏହାର ମହିଳା ଶାଖାରେ କିଛି ପରିବର୍ତ୍ତନ ଅଣାଯାଇଛି । ଓଡ଼ିଶା ପାଇଁ ନୂଆ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ଏହା ଫଳରେ ବନ୍ଦିତାଙ୍କ ସମର୍ଥକଙ୍କ…
୯୦ ବର୍ଷ ବୟସରେ ଦାଦି କଲେ ଧମାକା; ରାଜକୁମାରୀ ଥିମରେ ପାଳନ କଲେ ଜନ୍ମଦିନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମସ୍ତେ ଜନ୍ମଦିନରେ ଥିମ୍ ଆଧାରିତ ପାର୍ଟି ରଖୁଛନ୍ତି । ଏହା ସାଧାରଣତଃ ଛୋଟ ପିଲାଙ୍କ ଜନ୍ମ ଦିନ ପାର୍ଟିରେ ଦେଖିବାକୁ ମିଳିଥାଏ । ଏହି ଥିମ୍ରେ ସାଧାରଣତଃ ମ୍ୟାଚିଙ୍ଗ୍…
ଭଲ ପାଇବା କମେ କାହିଁକି, ବଢ଼ିବ କେମିତି ଜାଣନ୍ତୁ ..
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସମ୍ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ଟ୍ରେଣ୍ଡ ଖୁବ୍ ଚାଲିଛି । ଏହା ନୂଆ କଥା ନୁହେଁ । ସେହିପରି ସମ୍ପର୍କରେ ଲଭ୍ ସେକ୍ସ ଧୋକା ଭଳି ଅପରାଧିକ ଘଟଣା ମଧ୍ୟ…
ମାଛ ପେଟରୁ ମିଳିଲା ମଦ ବୋତଲ, ଭାଇରାଲ୍ ହେଲା ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଅଜବ ଆଉ ଆଶ୍ଚର୍ଯ୍ୟ ଘଟଣା ଅନେକ ଘଟୁଛି । କିନ୍ତୁ ମାଛ ମଦ ପିଉଛି କହିଲେ ସହଜରେ ବିଶ୍ୱାସ ହେବନି । ବାସ୍ତବରେ ମାଛ ମଦ ପିଉ କି ନ ପିଉ, ତା ପେଟରୁ ମିଳିଛି ମଦ ବୋତଲ । ଏହାକୁ ନେଇ ଭିଡିଓ…
ରାଜ୍ୟରେ ନକଲି ଔଷଧ ମାମଲାରେ ୩ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ୩ ଜଣଙ୍କ ମଧ୍ୟରେ ଜଣେ ମେଡିସିନ…