Browsing Category
Top Stories
ଋଣଭାରରେ ବୁଡ଼ି ରହିଥିବା ଅନିଲଙ୍କୁ ପୁଣି ୧୬୦ କୋଟିର ଝଟକା, ପ୍ରାଇଭେଟ୍ ବ୍ୟାଙ୍କ ନେଲା ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଲାଗିଛି ପୁଣି ଏକ ଝଟକା । ରିଲାଏନ୍ସ ହୋମ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧୬୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ…
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ଭୁବନେଶ୍ୱର(ଓଡିଶା ଭାସ୍କର): ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ । ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ । ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ।…
କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ…
ଅଯୋଧ୍ୟାରେ ଆଉ ଏକ ଜମି ବିବାଦ, ୨୦ ଲକ୍ଷ ଟଙ୍କାର ଜମି ଅଢେଇ କୋଟିରେ ବିକ୍ରି ହୋଇଥିବା ଅଭିଯୋଗ, ବଢିଲା ବିଜେପିର ମୁସ୍କିଲ
ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଣା ଯାଇଥିବା ଏକ ଜମିକୁ ନେଇ ବିବାଦ ଦିନକୁ ଦିନ ଅଧିକ ଘନୀଭୁତ ହେବାରେ…
କାଲିଠୁ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ…
ଜମ୍ମୁ-କାଶ୍ମୀର ସର୍ବଦଳୀୟ ବୈଠକକୁ ନେଇ ଚିନ୍ତାରେ ପାକିସ୍ତାନ; ଭାରତକୁ ଦେଲା ଚେତାବନୀ
ନୂଆଦିଲ୍ଲୀ: ଜୁନ୍ ୨୪ରେ ରାଜଧାନି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର ୧୪ ଜଣ ନେତାଙ୍କୁ ଡକାଯାଇଛି ।…
ସମୁଦ୍ରରେ ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ!
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ…
ଦିଲ୍ଲୀରେ ଭୁ-କମ୍ପର ଝଟକା, ତୀବ୍ରତା ୨.୧
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୁକମ୍ପର ତୀବ୍ରତା ୨.୧ ରହିଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର ଝଟକା ରବିବାର ୧୨ଟା…
ଭାରତରୁ ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କୋହଳ ହେଲା ପ୍ରତିବନ୍ଧକ; ଜାଣନ୍ତୁ କଣ ରହିଛି ସର୍ତ୍ତାବଳୀ..
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ ଭାରତ ସହ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ…