Browsing Category
Top Stories
#ମିଲଖା ସିଂଙ୍କୁ କରୋନା ନେଇଗଲା…
ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି
ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ…
ସରକାରୀ କର୍ମଚାରୀଙ୍କୁ ଟିକା ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ ବିରୋଧୀ ଲଢେଇ ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଭଳି ପଦେକ୍ଷପ ନେଇଛନ୍ତି । ଏହା ସହ ରାଜ୍ୟରେ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଏହି କ୍ରମର ଆଜି ଭୁବନେଶ୍ୱରରେ…
ହନିମୁନ୍ ରେ ଜଣାପଡ଼ିଲା ସ୍ୱାମୀ ଜଣେ ଟ୍ରାନ୍ସଜେଣ୍ଡର; ଆଉ ତା’ପରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ବିବାହ ତ ସମସ୍ତଙ୍କର ହୁଏ । କିନ୍ତୁ ସାଧାରଣରେ ‘ବିବାହ’ କହିଲେ ଜଣେ ଝିଅ ଓ ପୁଅକୁ ସାମାଜିକ ସ୍ୱୀକୃତି ମିଳିବାକୁ ବୁଝାଏ। ସେହିପରି ବିଶ୍ୱର ଅନେକ ସ୍ଥାନରେ ଆମେ ସମଲିଙ୍ଗୀ…
ଦେଶର ସବୁଠୁ ଦାମୀ ଆମ୍ବ, ଜଗିଛନ୍ତି ୬ କୁକୁର
ନୂଆଦିଲ୍ଲୀ: ଦୁଇ ଆମ୍ବ ଗଛକୁ ଜଗିଛନ୍ତି ଚାରି ଜଗୁଆଳୀ ଏବଂ ଛଅଟି କୁକୁର, ଯେଉଁମାନେ ଆମ୍ବ ଚୋରି ହେବାରୁ ବଞ୍ଚାଇବେ । ତେବେ ଆପଣ ଭାବୁଥିବେ ଏହା ଏମିତି କି’ ପ୍ରକାରର ଆମ୍ବ ଯାହାକୁ ଜଗିବାକୁ 10 ଜଗୁଆଳୀ ଆବଶ୍ୟକ…
ଖୁସି ଖବର: ଓଡ଼ିଶାରୁ ଆଜି ୬ ହଜାର ୨୫୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬ ହଜାର ୨୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ନିଲମ୍ବିତ ହେଲେ ତିର୍ତ୍ତୋଲ ଥାନା ଏସଆଇ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଗତସିଂହପୁର ତିର୍ତ୍ତୋଲ ଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଏସଆଇ ଅନିରୁଦ୍ଧ ନାଏକଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନୂଆଗାଁର ରଶ୍ମିକାନ୍ତ ସାହୁଙ୍କୁ ମାଡ ମାରିବା ଘଟଣାରେ…
ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା କାଳରେ ସ୍ୱାସ୍ଥ୍ୟ ଭିତ୍ତିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଯୋଗେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ…
ଭୁବନେଶ୍ୱରରୁ ଆଜି ୪୪୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…