CHARIDHAM
Browsing Category

Top Stories

ରାଜଧାନୀର କେମିତି ଚାଲିଛି ଟିକାକରଣ? ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଳିନି ସଂକଟ, ହଟନି ସମସ୍ୟା । ଚିନ୍ତାରେ ଡୁବାଇ ରଖିଛି ମହାମାରୀ କରୋନା । ଦ୍ୱିତୀୟ ତରଙ୍ଗରେ ସବୁଠି ଲୋକେ କଲବଲ ହୋଇଗଲେଣି । ଏଥିପାଇଁ କଡ଼ା କଟକଣା ସହ ଲକଡାଉନ୍ ନିୟମ ମଧ୍ୟ ଜାରି ରହିଛି…

ଶ୍ରୀମନ୍ଦିର କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ପାଇଁ ଚିଠି

ପୁରୀ(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ହୋଇଛି । ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

‘ଆଠ ଦିନରେ ୫ ପ୍ରତିଶତ ତଳକୁ ଖସିବ ସଂକ୍ରମଣ ହାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜରୁରି ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବେସ୍ ଲାଇନ୍ ସଂକ୍ରମଣ…

ଦଶ ସେକେଣ୍ଡ ବିଳମ୍ବ ହୋଇଥିଲେ ମୃତ୍ୟୁ ସୁନିଶ୍ଚିତ: ଆରପିଏଫ୍ କନଷ୍ଟେବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ, ଦେଖନ୍ତୁ…

ମୁମ୍ବାଇ: ଅଧିକାଂଶ ସମୟରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା ସମୟରେ ଧ୍ୟାନ ଦେଇ ନଥାନ୍ତି । ସାମାନ୍ୟ ଅସାବଧାନତା କାରଣରୁ ଅନେକ ଯାତ୍ରୀ ଟ୍ରେନରେ ଚାପି ହୋଇ ମୃତ୍ୟୁବରଣ କରିଥାନ୍ତି । ମହାରାଷ୍ଟ୍ରରେ ଜଣେ…

ଉହାନ ଲ୍ୟାବ ସମ୍ପର୍କରେ ଚକିତ କଲା ଭଳି ରିପୋର୍ଟ ଦେଲେ ବ୍ରିଟିଶ୍ ସାମ୍ବାଦିକ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ପ୍ରଥମେ ଆମେରିକା ଆଉ ପରେ ପରେ ବ୍ରିଟେନ୍ । ଉଭୟ ଦେଶର ସମାନ ଦାବି ଯେ ଚୀନର ଉହାନ ଲାବ୍ ରେ ହିଁ ତିଆରି କରାଯାଇଛି କରୋନା ଭୂତାଣୁ। କରୋନା ଆରମ୍ଭରୁ ସାରା ବିଶ୍ୱର ସନ୍ଦେହଘେରରେ ରହିଆସିଥିବା ସେହି…

ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍! ଏହି ଦାବି ଉପରେ ମୋହର ଲଗାଇଲା ଆମେରିକାର ଏହି ରିପୋର୍ଟ

ନୂଆଦିଲ୍ଲୀ: ଗତ ଦେଢ଼ ବର୍ଷ ମଧ୍ୟରେ ଚାଇନାରୁ ଆସିଥିବା କୋଭିଡ୍ ମହାମାରୀ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହା କବଳରୁ ବର୍ତ୍ତି ନ ପାରି ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇସାରିଲେଣି । ପୃଥିବୀର ଜନସଂଖ୍ୟା ଉପରେ…

ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ କଲେ ମହିଳାଙ୍କ ଅପରେସନ୍: ଏହାପରେ କ’ଣ ଘଟିଲା, ଜାଣନ୍ତୁ….

ଲାହୋର: ପାକିସ୍ତାନର ଏକ ସରକାରୀ ହସ୍ପିଟାଲରେ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମହିଳାଙ୍କ ଅପରେସନ୍ କରିବା ଭାରି ପଡ଼ିଛି । ଅପରେସନ୍ କରିବାର ଦୁଇ ସପ୍ତାହ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି । ଲାହୋରର ଏକ…

ଦେଶରେ ଦିନକରେ ଏକ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ୨୧୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୨୩ ଜଣଙ୍କ…

ପୃଥିବୀର ଫୁସଫୁସ୍ ହେଉଛି ମହାସାଗର, ଜରୁରି ଏହାର ସଂରକ୍ଷଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମହାସାଗର ଦିବସ । ପ୍ରତିବର୍ଷ ୮ ଜୁନ୍ କୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା…

ସଂକ୍ରମଣ କମିଲେ ବି ଜାରି ରହିବ ଲକଡାଉନ! ଶୀଘ୍ର କୋଭିଡ୍ କଟକଣା ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ: ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଆଉ କିଛି ରାଜ୍ୟରେ ଧୀରେଧୀରେ…