CHARIDHAM
Browsing Category

Top Stories

ଦୁନିଆର ସବୁଠାରୁ ବିପଦଜନକ ପିମ୍ପୁଡି, କାମୁଡିବାର ୧୫ ମିନିଟ୍ ଭିତରେ ହୋଇଯାଏ ମୃତ୍ୟୁ

ଓଡ଼ିଶା ଭାସ୍କର ବ୍ୟୁରୋ: ପୃଥିବୀ ହେଉଛି ଅନେକ ପ୍ରକାରର ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଏବଂ ବିପଦଜନକ ଠାରୁ ସରଳ, ସବୁ ପ୍ରକାରର ଜୀବଜନ୍ତୁ ଏଠାରେ ବାସ କରନ୍ତି । ବେଳେ ବେଳେ ଏପରି କିଛି ଜୀବ…

ଥାନାରେ ଚାଲିଥିଲା ସରାବ ପାର୍ଟି, ଭିଡିଓ ଭାଇରାଲ୍ ପରେ ଗିରଫ ହେଲେ ଏଏସଆଇ

ପାଟନା: ବିହାରର ଏକ ଥାନାରେ ସରାବ ପାର୍ଟି ଚାଲିଥିବାର ଭିଡିଓ ଭାଇରାଇ ହେଲା ପରେ ଗିରଫ ହୋଇଛନ୍ତି ଏଏସଆଇ । ଗୋଟିଏ ପଟେ ରାଜ୍ୟ ସରକାର ମଦ ଉପରେ ଅନେକ ଆଇନ ପ୍ରଣୟନ କରୁଛନ୍ତି । ଅନ୍ୟପଟେ ଆଇନର ରକ୍ଷାକର୍ତ୍ତା ହୋଇ ବି…

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସବୁ ସ୍କୁଲକୁ CBSEର ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ସିବିଏସଇ । ତେବେ କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି । ଯେଉଁମାନେ…

ଭେଣ୍ଟିଲେଟର ନୁହେଁ, ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡ଼ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ…

ଦୁର୍ଲ୍ଲଭ ECMO ମେସିନ୍ ପାଖରେ ବନ୍ଧା ପଡ଼ିଛି ଓଡ଼ିଶାବାସୀଙ୍କ ଜୀବନ: ଏୟାରଲିଫ୍ଟରେ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଗୁରୁତର କରୋନା…

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ରୋଗୀଙ୍କ ପାଇଁ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ଇସିଏମଓ ମେସିନ୍ ଅଭାବରୁ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ…

ଦେଶକୁ ମିଳିଲା ଆଶ୍ୱସ୍ତି, ୬୧ଦିନରେ ସବୁଠୁ କମ୍ ନୂଆ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶ ନୟାନ୍ତ ହୋଇଗଲାଣି । ତେବେ ଗତ କିଛିଦିନ ହେବ ସଂକ୍ରମଣ ନିୟନ୍ତ୍ରଣ ହେବାକୁ ଲାଗିଛି । ଫଳରେ କରୋନା ସଂକ୍ରମଣ ଗ୍ରାଫ୍ ଖସିଛି ଏବଂ ଗତ ୬୧ ଦିନ ମଧ୍ୟରେ ଦେଶକୁ ମିଳିଛି ଏକ ବଡ଼…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଧ୍ୟା ୫ଟା ସମୟରେ ସେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ମୃତକଙ୍କ…

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ' ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି…

ନୃଶଂସ ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀ ଓ ପିଲାଙ୍କୁ କୂଅକୁ ଠେଲିଦେଇ ଫେରାର୍

ଛତ୍ରପୁର(ଓଡ଼ିଶା ଭାସ୍କର): ପୁଅ ସନ୍ତାନ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ । ସ୍ତ୍ରୀର ପୁଅ ଜନ୍ମ ନହେବାରୁ ରାଗିଯାଇ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏଥିରେ ଜଣେ ଆଠ ବର୍ଷର ଝିଅର…

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…