
Browsing Category
Top Stories
ନାସାର ରକେଟ୍ ନିର୍ମାଣର ମୁଳଦୂଆ ତତ୍ତ୍ୱାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ
ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ ଆୟର । କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର…
‘ଚାରଚାନ୍ଦ’ ଲଗାଇଛନ୍ତି ବିହାରର ଚାନ୍ଦିପୁର ଗାଁ, ଅଢ଼େଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ଛୁଇଁପାରିନି ଘାତକ କରୋନା
ବିହାର : ‘ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା । ଏହି ଦୁଇ ଉକ୍ତିର ସଫଳ ରୂପାୟନ କରିଛନ୍ତି ବିହାରର ନରକଟିଆଗଞ୍ଜ ସବ-ଡିଭିଜନର ଚାନ୍ଦପୁର ଗାଁ ଲୋକମାନେ । କୋଭିଡ୍ ସମୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ବେଳେ…
IAS ଅଧିକାରୀ ସ୍ତରରେ ଅଦଳବଦଳ
ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ…
ଶ୍ରୀଲଙ୍କାରେ ବନ୍ୟା: ପ୍ରାଣ ହରାଇଲେଣି ୧୪, ଦୁଇଲକ୍ଷ ପ୍ରଭାବିତ
କଲମ୍ବୋ: ଶ୍ରୀଲଙ୍କାରେ ଶନିବାର ମୁସଲଧାରାରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା ଗୁରୁବାରଠାରୁ ହିଁ ଆରମ୍ଭ ହୋଇଥିବା ଜଣାପଡିଛି । ଫଳରେ କଲମ୍ବୋ ସମେତ ୧୦ ଜିଲ୍ଲାର ଲୋକେ ଗୁରୁତର…
ଯଦି ପିଜ୍ଜା ଡେଲିଭରି ହେଉଛି, ତେବେ ରାସନ ଯୋଗାଣ କାହିଁକି ନୁହେଁ? ଜାଣନ୍ତୁ ଏମିତି କିଏ କାହାକୁ ପଚାରିଲେ…
ନୂଆଦିଲ୍ଲୀ: ରାଜଧାନୀରେ ୭୨ ଲକ୍ଷ ପରିବାରକୁ ସୁବିଧା ଯୋଗାଇବା ପାଇଁ ସରକାର ଉଦ୍ୟମ କରିଥିଲେ । ରାସନ୍ ସାମଗ୍ରୀ ଡୋର୍ ଷ୍ଟେପ୍ ଡେଲିଭରି ଦେବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏଥିରେ ଲଗାମ ଲଗାଇଲେ କେନ୍ଦ୍ର ସରକାର ।…
ମୃତ୍ୟୁସଂଖ୍ୟାରେ ୧ ଲକ୍ଷ ପାର୍ କରିଛନ୍ତି ୭ଟି ଦେଶ: ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ର ସେଇ ଅଲୋଡ଼ା ସ୍ଥାନରେ ପହଞ୍ଚିବ
ମୁମ୍ବାଇ: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଧିରେଧିରେ ଶିଥିଳ ପଡ଼ୁଥିବା ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର ଦ୍ୱିତୀୟ ଲହରରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ପୃଥିବୀର ୭ଟି ଦେଶରେ ୧ ଲକ୍ଷରୁ ଅଧିକ ଲେଖାଏଁ ଲୋକ…
ଏମସିଏଲ୍ ତରଫରୁ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ
ସମ୍ବଲପୁର(ଓଡ଼ିଶା ଭାସ୍କର): ଏମସିଏଲ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏମସିଏଲ୍ ର ଅଧ୍ୟକ୍ଷ ପି କେ ସିହ୍ନା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପରିବେଶକୁ ସୁରକ୍ଷିତ ରଖିବା ନେଇ…
ରାଜଧନୀରେ ନିଷ୍ଠୁର ବ୍ୟକ୍ତିର ବର୍ବର କାଣ୍ଡ, ୫ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ଅମାନବୀୟ କାଣ୍ଡ ଘଟିଛି । ଜଣେ କାର୍ ଚାଳକ ଗାଡ଼ି ଚଢ଼ାଇ ୫ଟି କୁକୁର ଛୁଆକୁ ମାରିଦେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଅଭିଯୁକ୍ତକୁ…
ଲଦାଖ ସୀମାରୁ ୯୦ ପ୍ରତିଶତ ଯବାନଙ୍କୁ ହଟାଇଲା ଚୀନ
ନୁଆଦିଲ୍ଲୀ: ଗତ ଏକ ବର୍ଷ ହେବ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଆଜି ପୂର୍ବ ଲଦାଖ ସୀମାରେ ୯୦ ପ୍ରତିଶତ ଯବାନଙ୍କୁ ହଟାଇଛି ଚୀନ । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଯବାନଙ୍କୁ ବଦଳାଯାଇଛି । ନିୟୋଜିତ…
ଚାକିରୀରୁ ଅବସର ନେଉଛି ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ବାହାର କରିଥିବା ବାହାଦୁର ମୂଷା, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ
କାମ୍ବୋଡିଆ: ଆମେ ଅନେକ ସମୟରେ ଛୋଟ ଛୋଟ ପ୍ରାଣୀ ମାନଙ୍କୁ ତୁଚ୍ଛ ମନେ କରିଥାଉ । ହେଲେ ସେମାନେ ବେଳେ ବେଳେ ଏଭଳି କିଛି କାମ କରିଦେଖାନ୍ତି ଯାହା ଇତିହାସ ହୋଇ ରହିଯାଏ । ହେଲେ ଏଠାରେ ଗୋଟିଏ ଅତି କ୍ଷୁଦ୍ର ପ୍ରାଣୀ…