CHARIDHAM
Browsing Category

Top Stories

ଗୋଟିଏ ଗୋଡ଼ରେ ଲଢୁଛନ୍ତି ଜୀବନ ଯୁଦ୍ଧ, ପୋଲିଓରେ ହରାଇଥିଲେ ଗୋଡ଼; ପଢ଼ନ୍ତୁ ପୂରା ଘଟଣା…

ଅହମ୍ମଦାବାଦ(ଓଡ଼ିଶା ଭାସ୍କର): ଆମେ ସମସ୍ତେ ସ୍ୱପ୍ନ ଦେଖୁ ଆଉ ତାହା ପୂରଣ କରିବା ପାଇଁ ଲଢୁ । ଏଭଳି ଇଛାଶକ୍ତି ଆମ ଭିତରେ ଲୁଚି ରହିଛି । ଏହି ଶକ୍ତିକୁ ଉଜ୍ଜୀବୀତ କରିବା ପାଇଁ ଆମକୁ କେବଳ ସାହସ ଏବଂ ସଂକଳ୍ପବଦ୍ଧ…

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ଯୋଗାଉଛି କେନ୍ଦ୍ର, ଆବେଦନ କରିବାକୁ ଚାହୁଥିଲେ ଏଠାରେ କରନ୍ତୁ କ୍ଲିକ୍

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର କେଉଁଠାରେ ବଢୁଛି ତ ଆଉ କେଉଁଠାରେ ହ୍ରାସ ପାଇବାରେ ଲାଗିଛି । ଅନେକ କରୋନାଯୋଦ୍ଧା ଏହି ଭୟଙ୍କର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଯେଉଁ…

ପୁଣି ବିବାଦରେ ଛନ୍ଦି ହେଲା ନେସଲେ, କମ୍ପାନିର ୭୦% ଖାଦ୍ୟ ଅସ୍ୱାସ୍ଥ୍ୟକର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବିବାଦ ଘେରରେ ନେସଲେ କମ୍ପାନି । ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କମ୍ପାନି ଏହାର ୭୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି?

ଭୁୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ନବୀନ ଏହି ଚିଠି ଲେଖିଥିବା…

ପାୱାର-ଫଡନଭିସ୍ ସାକ୍ଷାତ ପଛର ରହସ୍ୟ କ’ଣ ହୋଇପାରେ, ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁଇ ନେତାଙ୍କର ସାକ୍ଷାତକୁ ନେଇ…

ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ

ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…

ରାଜଧାନୀରେ ପ୍ରାକ୍ ମୌସୁମୀ! ଶୀତଳ ସ୍ପର୍ଶ ଓ ନିଆରା ଦୃଶ୍ୟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ସଂକଟ ଦେଇ ଗତି କରୁଛି ଦେଶ । ଆମ ରାଜ୍ୟ ମଧ୍ୟ ବିପତ୍ତି ମଧ୍ୟରେ ପରିସ୍ଥିତିକୁ ମୁକାବିଲା କରି ଅହରହ ଲଢ଼େଇ ଜାରି ରଖିଛି । ମହାମାରୀ କରୋନା ଆତଙ୍କ ପରେ ବ୍ଲାକ୍ ଫଙ୍ଗସର…

ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ(ଓଡିଶା ଭାସ୍କର): ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ରଥ ଦଉଡି । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୨୦ଟି ଦଉଡି । ପୁରୀରେ ୧୪ଟି ରଥ ଦଉଡି ଓ ୬ଟି କର୍ଡନ ଦଉଡି ପହଞ୍ଚିଥିବା…

ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’

ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ…

ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଭାଲୁ ସହିତ ଲଢ଼ିଲେ ୧୭ ବର୍ଷୀୟା ନାବାଳିକା, ଦେଖନ୍ତୁ ଭିଡିଓ

କାଲିଫର୍ଣ୍ଣିଆ: ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜଣେ ୧୭ ବର୍ଷୀୟା ନାବାଳିକା ଭାଲୁ ସହ ଲଢ଼େଇ କରିବାକୁ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ ନାବାଳିକା ଜଣକ ଭାଲୁକୁ ଠେଲି ଦେଇ ନିଜ କୁକୁରକୁ ରକ୍ଷା କରିବାରେ…