Browsing Category

Top Stories

ସରପଞ୍ଚଙ୍କ ମନମୁଖୀ ଶାସନ: ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୁବର୍ଣ୍ଣପୁର, ୨୩ା୨ (ଓଡିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ସରପଞ୍ଚଙ୍କ ମନୋମୁଖୀ, ବେପରୁଆ କାର୍ଯ୍ୟ ନଜରକୁ ଆସିଛି । ସରପଞ୍ଚଙ୍କ ଏହି ନୀତି ପାଇଁ ସରକାରଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ, ୨୩ା୨: ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ତୈଳ ଦର ଲଗାତାର ୧୨ ଦିନ ବୃଦ୍ଧି ପାଇବା ପରେ ୨ ଦିନ ଅପରିବର୍ତ୍ତିତ ରହିଥିଲା । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା…

ଆଜିଠାରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୨୩ା୨ (ଓଡିଶା ଭାସ୍କର): ଆଜିଠାରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପରୀକ୍ଷା ଅନୁଷ୍ଠିତ ହେବ । ୪ଟି ପର୍ଯ୍ୟାୟରେ ସାରା ଦେଶରୁ ୨୨ ଲକ୍ଷ ପରୀକ୍ଷାର୍ଥୀ ଏହି…

ଡେଲିଭରି ବଏର କାରନାମା: ୬୬ ମହିଳାଙ୍କୁ ବ୍ଲାକମେଲ ଓ ରେପ୍

ହୁଗୁଳି, ୨୩ା୨: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଡେଲିଭରି ବଏର କଳାକାରନାମା ପଦାକୁ ଆସିଛି । ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ…

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ, ୨୩ା୨ (ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଲମତାପୁଟରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ରାତ୍ରି ପାଟ୍ରୋଲିଂ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୮୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୩ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୮୪ ହଜାର ୭୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୭୭ ଲକ୍ଷ ୭୨ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି । ମୋଟ…

ଏପରିି ସ୍ୱଭାବର ପୁଅଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ, କାହିଁକି

ଯେତେବେଳେ ଆମେ ଏକ ରିଲେସନସିପରେ ଥାଉ, ଆମେ ତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଉ । ମାତ୍ର ଅନେକ କ୍ଷେତ୍ରରେ ସମ୍ପର୍କ ଅଧାରୁ ଭାଙ୍ଗିଯାଉଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଝିଅମାନଙ୍କ ହୃଦୟରେ ଜଣଙ୍କ ପାଇଁ…

ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇବେ କିପରି

ଯେତେବେଳେ ଜଣଙ୍କ ଉପରେ ଶନିଙ୍କର କ୍ରୋଧ ଆସେ, ସେତେବେଳେ ସମ୍ପୃକ୍ତ ବ୍ୟକ୍ତିର ଜୀବନରେ ଦୁର୍ଘଟଣା, ଧନହାନୀ, କଳହ, ଅନିଷ୍ଠ ଆଦି ଦେଖିବାକୁ ମିଳିଥାଏ । ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଶନି…

ଚା’ ପିଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ ?

ଦେଶର ପ୍ରାୟ ଅଧିକାଂଶ ଲୋକ ଚା ପିଇବାକୁ ପସନ୍ଦ କରନ୍ତି। ଅନେକ ଲୋକଙ୍କର ତ ଦିନର ଆରମ୍ଭ ଚା ସହିତ ହୁଏ। କିନ୍ତୁ ଚାର ସ୍ୱାଦ ନେବା ସହିତ ଏହାର ସେବନ ସହ ଜଡିତ ନିୟମ ବିଷୟରେ ବି ଜାଣିବା ଦରକାର। ବାସ୍ତବରେ, କିଛି ଲୋକ…