
Browsing Category
Top Stories
ୟୁଏଇକୁ ସ୍ଥାନାନ୍ତର ହେବ ଆଇପିଏଲ୍-୨୦୨୧: ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଅବଶିଷ୍ଟ ମ୍ୟାଚ୍, ସୂଚନା ଦେଲା ବିସିସିଆଇ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବ । ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି ।…
୧୯୭୮ରେ ବନ୍ଦ ହୋଇଥିବା ଆବାସିକ ସ୍କୁଲ ପରିସରରୁ ମିଳିଲା ଶହ ଶହ ପିଲାଙ୍କ କଙ୍କାଳ!
ଟରଣ୍ଟୋ: କାନାଡ଼ାର ଏକ ଆବାସିକ ସ୍କୁଲ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏନେଇ ଅବଗତ ହେବା ପରେ ଏହାକୁ ଏକ ହୃଦୟ ବିଦାରକ ଘଟଣା ବୋଲି ଅଭିହିତ କରିଛନ୍ତି । ସମସ୍ତ…
କରୋନା ଭ୍ୟାକ୍ସିନ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ ନା ସୁରକ୍ଷିତ, ଏନେଇ ପ୍ରକୃତ ସତ୍ୟର ଖୁଲାସା କଲେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ
ନୂଆଦିଲ୍ଲୀ: ଲୋକଙ୍କୁ ଭ୍ୟାକ୍ସିନ ଦେବା ହେଉଛି ଏକ ମସ୍ତବୁଡ଼ ଭୁଲ୍ ପଦକ୍ଷେପ ବୋଲି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨୦୦୮ ମସିହାର ନୋବେଲ ବିଜେତା ତଥା ଭାଇରୋଲୋଜିଷ୍ଟ ପ୍ରଫେସର ଲୁଚ ମୋଣ୍ଟାନିୟର ଦୃଢ଼ତାର ସହ ମତ ଦେଇଥିଲେ…
ମୌସୁମୀ ଆଗମନ: ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁବ
ଭୁବନେଶ୍ୱର, (ଓଡିଶା ଭାସ୍କର): ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୩୦ କିମ୍ବା ୩୧ରେ ମୌସୁମୀ କେରଳ ଛୁଇଁବ । ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ…
ପଇସା ଲୋଭ ସାଜିଲା କାଳ: ୭ ବର୍ଷୀୟା ନାବାଳିକାଙ୍କୁ ବାହାହେଲେ ୪୫ ବର୍ଷୀୟ ଯୁବକ, ଏହାପରେ ଫେରାର୍ ହେଲେ ବର, କାରଣ ଥିଲା ଅଜବ
ନୂଆଦିଲ୍ଲୀ: ବିହାରର ନବାଦା ଜିଲ୍ଲାରେ ବାଲ୍ୟ ବିବାହ ଭିଡିଓ ଭାଇରାଲ ହେବା ପରେ ଖଗଡ଼ିଆରେ ଅନୁରୂପ ଭାବେ ଆଉ ଏକ ମାମଲା ସାମନାକୁ ଆସିଛି । ପିତାମାତା ଟଙ୍କା ଲୋଭରେ ନିଜର ୭ ବର୍ଷୀୟା ଝିଅକୁ ଜଣେ ୪୫ ବର୍ଷୀୟ ଯୁବକଙ୍କ…
ଭାରତରେ କମିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୧୭ ଜଣଙ୍କ ମୃତ୍ୟୁ…
ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ କରୋନା…
କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାରେ ରାଜ୍ୟର ପୁଣି ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କର କରୋନାରେ ମୃତ୍ୟୁ ଘଟିଛି । ସେ ସାମ୍ବାଦିକ ସହ ଜଣେ ସୁସାହିତ୍ୟିକ ଭାବେ ରାଜ୍ୟରେ…
ଓଡିଶାରେ କରୋନା ନେଲା ଆଉ ୩୫ ଜୀବନ, ଜାଣନ୍ତୁ କେଉଁଠୁ?
ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…
୧୦ ବର୍ଷ ପରେ ପରିବାରରେ ଜନ୍ମ ନେଇଥିଲା ଏକ ଶିଶୁକନ୍ୟା, ମାତ୍ର ଦିନ କେଇଟାରେ ତାକୁ ବି ଟାଣିନେଲା କରୋନା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ତା’ର ଭୟଙ୍କର ଜଲୱା ଦେଖାଇବାରେ ଲାଗିଛି । ଉଭୟ ବୟସ୍କ ଓ ଯୁବବର୍ଗ ଏଥିରେ ପ୍ରଭାବିତ ହେଉଥିବା ଦେଖାଯାଉଛି । ଖବର ଅନୁଯାୟୀ, ଏବେ ମହାରାଷ୍ଟ୍ରରେ କରୋନା ଶିଶୁମାନଙ୍କୁ ନିଜର ଶିକାର…