Browsing Category

Top Stories

ପୋଲିସର ବଡ଼ଧରଣର ଏନକାଉଣ୍ଟର: ୧୩ ନକ୍ସଲ ମୃତ

ମୁମ୍ବାଇ, ୨୧ା୫: ମହାରାଷ୍ଟ୍ର ପୋଲିସ ଦ୍ୱାରା ଏକ ବଡ଼ଧରଣର ଏନକାଉଣ୍ଟର କରାଯାଇଛି । ଏହି ଏନକାଉଣ୍ଟରରେ ୧୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଗଡଚିରୋଲି ଜିଲ୍ଲାର ଏଟାପାଲି ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ…

ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଲେ ବି ଆପଣ କରୋନାରେ ସଂକ୍ରମିତ ହେବେ, ଆସନ୍ତୁ ଜାଣିବା ଏଥିପାଇଁ କ’ଣ କରିବେ

ରାଜ୍ୟରେ ବର୍ତ୍ତମାନ କରୋନା ସମସ୍ତଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ସଂକ୍ରମଣ ହ୍ରାସ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ତେବେ ଜନସାଧାରଣ ମଧ୍ୟ ଏନେଇ ସଚେତନ ରହିବା ଆବଶ୍ୟକ ।…

ଓଡ଼ିଶାରେ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…

ଓଡିଶାରେ ଆଜି ୧୨,୫୨୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୨ ହଜାର ୫୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭ ହଜାର ୦୧୨ ଜଣ ଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୪୪ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୪୪ ହଜାର ୨୬୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୫୮ ଲକ୍ଷ ୩୨…

ବାୟୁସେନାର ଲଢୁଆ ବିମାନ ଦୁଘର୍ଟଣାଗ୍ରସ୍ତ

ନୂଆଦିଲ୍ଲୀ: ବାୟୁସେନାର ମିଗ-୨୧ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏହି ଦୁର୍ଘଟଣା ହୋଇଛି । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବା ବିମାନଟି…

ଶସ୍ତା ସୁନା କିଣିବାର ଆଜି ଶେଷ ଦିନ! ବଜାର ମୂଲ୍ୟଠାରୁ କମ୍ ଦାମରେ ବିକୁଛନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ପୁଣି ଥରେ ମହଙ୍ଗା ହୋଇଛି ସୁନା । ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପ୍ରତି ୪୮,୫୨୦ ଟଙ୍କା ହୋଇଛି । ଏଭଳି ପରିସ୍ଥିତି ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି,…

ଭୁବନେଶ୍ୱରରେ ବସ୍ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରେଣ୍ଟାଲ କଲୋନିରେ ବସ୍ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବସ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । କିନ୍ତୁ ମୃତକଙ୍କ ପରିଚୟ ବର୍ତ୍ତମାନ…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି: ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ ।…

ରାଜ୍ୟରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୧୧ ସହର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାତୁଛି ଓଡିଶା । ଆଜି ୪୦ ଡିଗ୍ରୀ ଉପରେ ରହିଛି ୧୧ଟି ସହରର ତାପମାତ୍ରା । ୪୧.୫ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ଏହା ସହ…