Browsing Category

Top Stories

ଡଙ୍ଗାରେ ବସିଥିବା ବ୍ୟକ୍ତି ଉପରକୁ ଆକ୍ରମଣ କଲା କୁମ୍ଭୀର, ଓଲଟି ପଡିଲା ଡଙ୍ଗା ଓ ତା’ ପରେ..

ଆଜିକାଲି ଉତ୍ତର କାରୋଲିନର ଏକ ଭିଡିଓ ବେଶ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସିଏନଏନ ରିପୋର୍ଟ ମୁତାବକ, ପିଟ୍ ଜୋଏସ ନାମକ ଜଣେ ବ୍ୟକ୍ତି ୱାକ୍କାମା ନଦୀରେ ଫସିଥିଲେ, ସେହି ସମୟରେ ଗୋଟିଏ କୁମ୍ଭୀର…

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ଧକ୍କା ଦେଇନି ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଆଜିକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜୋର ସୋରରେ କରୁଛି ।…

କରୋନା ମୁକାବିଲା ନେଇ ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ…

ପୋଲିସର ନୂଆ ଫଣ୍ଡା: ଫିଟ୍ ନରହିଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ କମିଶନରେଟ ପୋଲିସକୁ ଫିଟେନେସର ଚିନ୍ତା ଲାଗିଛି । ମାସକ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେଟ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜକୁ ଫିଟ୍ ରଖିବାକୁ ପୋଲିସ…

ଅଧିକ ପାଣି ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ!

ଶରୀର ପାଇଁ ପାଣି ପିଇବା ବେଶ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ…

୪ମାସ ପରେ ଆଜିଠୁ ଭାରତ ଓ ଆମେରିକା ମଧ୍ୟରେ ଉଡ଼ିବ ବିମାନ

ନୂଆଦିଲ୍ଲୀ, ୧୭ା୭: କରୋନା ମହାମାରୀ ନେଇ ବିମାନ, ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ କିଛିଟା କଟକଣା ଭିତରେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ୪ମାସ ପରେ ଆଜିଠାରୁ ଭାରତ ଓ…