Browsing Category
Top Stories
10 Women-Centric Movies and Webseries to watch this International Women’s Day
New Delhi, 8/3: The whole world is celebrating International women's day. Women's Day is celebrated to celebrate the journey of women and the struggle they face in their daily…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ୍ ହୋଇଛନ୍ତି । ଏନେଇ ନିଜ ଦିଲ୍ଲୀପ ରାୟ ଟ୍ୱିଟ ଜରିଆରେ…
ଆଜିଠାରୁ କାମ କରିବ ମିଶନ ଶକ୍ତି ବିଭାଗ
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ ମିଳିଛି ଅନୁମୋଦନ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହେବ । ଏନେଇ…
ରାଜ୍ୟରେ ଆଉ ୫୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୮।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…
କଣ ଏ ସୁନ୍ଦରୀ ନାୟିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ଜସପ୍ରୀତ ବୁମରା! ଜାଣନ୍ତୁ ସତ୍ୟତା
ଗତ କିଛି ଦିନ ହେବ ଭାରତୀୟ କ୍ରିକେଟ ତାରକା ଜସପ୍ରୀତ ବୁମରାଙ୍କ ବିବାହ ବିଷୟରେ ଗୁଜବ ପ୍ରଚାରିତ ହୋଇଛି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରିକେଟରଙ୍କୁ କିଛି ପ୍ରସିଦ୍ଧ ମହିଳା ଆଇକନ୍ ସହିତ…
ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ: ଡିଏଫଓ
ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫଓଙ୍କ ପକ୍ଷରୁ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ନିଆଁ ଲଗାଉଥିବା ଲୋକଙ୍କ…
ଏକତରଫା ପ୍ରେମର ପରିଣତି: ଯୁବକର ଆକ୍ରମଣରେ ମାଆ ମୃତ, ଝିଅ ଗୁରୁତର
ଭବାନିପାଟଣା, ୮ା୩ (ଓଡିଶା ଭାସ୍କର): ଏକତରଫା ପ୍ରେମରେ ବିଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଣ୍ଟା ଅଞ୍ଚଳରେ । ହତାଶ ପ୍ରେମିକର…
ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ, ୮ା୩: ଆଜିଠାରୁ ଆରମ୍ଭ ହେବ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଆସନ୍ତା ଏପ୍ରିଲ ମାସ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ତେବେ ଗୃହକାର୍ଯ୍ୟ ଚାଲୁଥିବା ସମୟରେ କୋଭିଡ କଟକଣାକୁ…
ଦେଶରେ ୨୪ ଘଣ୍ଟାରେ ୯୭ ମୃତ, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୮ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୮୫୩କୁ ବୃଦ୍ଧି…
ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର: ୨ ଅଟକ
ଭଦ୍ରକ, ୮ା୩ (ଓଡିଶା ଭାସ୍କର): ଭଦ୍ରକରୁ କୋଲକାତା ଚାଲାଣ ହେଉଥିବା ସମୟରେ ଶତାଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲଗେଟ୍ ନିକଟରୁ ଖନ୍ତାପଡ଼ା ପୋଲିସ ଗୋରୁଙ୍କୁ ଉଦ୍ଧାର କରିଛି ।…