Browsing Category

Top Stories

କୁକୁଡା ଅଣ୍ଡା ଦେବା ବନ୍ଦ କରିଦେବାରୁ ପୋଲିସ୍ ପାଖରେ ଅଭିଯୋଗ କଲେ ଫାର୍ମ ମାଲିକ

ପୁଣେ, ୨୧/୦୪ : କୁକୁଡା ଅଣ୍ଡା ଦେବା ବନ୍ଦ କରିଦେବାରୁ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ଫାର୍ମ ମାଲିକ । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଖବର ଟି ପୁରା ସତ । ପୁଣେ…

ଜେଲର କାନ୍ଥ ଭାଙ୍ଗି ଫେରାର ହେଲେ ୫ କଏଦୀ

ବିକାନେର, ୨୧ା୪: ରାଜସ୍ଥାନର ବିକାନେର ଅନ୍ତର୍ଗତ ନୋଖା ସବ ଜେଲରୁ ୫ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ବିଳମ୍ବିତ ରାତ୍ରିରେ କଏଦୀମାନେ ଜେଲର କାନ୍ଥ ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ…

ଦୈନିକ ୧୩୧ ଟଙ୍କା ଜମା କରି ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କିପରି

ଯଦି ଆପଣ ନିଜ କନ୍ୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଯୋଜନାରେ ଆପଣ ଦିନକୁ ମାତ୍ର ୧୩୧ ଟଙ୍କା ଜମାରଖି ଲକ୍ଷପତି ହୋଇପାରିବେ ।…

ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା, ପୁଣି ୧୩ ପଜିଟିଭ୍ ଚିହ୍ନଟ

କଟକ, ୨୧/୦୪ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛନ୍ତି କୁମ୍ଭମେଳା ଫେରନ୍ତା । ମେଳାରୁ ଫେରିଥିବା ଶ୍ରଦ୍ଧାଳୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି…

ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ସାବଧାନ ରହିବାକୁ ଗ୍ରାହକଙ୍କୁ ଚେତାବନୀ ଦେଲା ଏସବିଆଇ

ନୂଆଦିଲ୍ଲୀ, ୨୧ା୪: ଯଦି ଆପଣଙ୍କର ଆକାଉଣ୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅଛି, ତେବେ ସାବଧାନ ହୋଇଯାଆନ୍ତୁ । ଆଜିକାଲି ଅନଲାଇନରେ ଠକାମି ବଢ଼ୁଥିବାରୁ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଏନେଇ ସତର୍କ କରାଇ…

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍ ଟୁ ଡୋର୍ ସ୍କ୍ରିନିଂ, ୧୧୨ ଟିମ୍ ଗଠନ

ବ୍ରହ୍ମପୁର,୨୧ା୪  : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ବାହାର ରାଜ୍ୟ ମାନଙ୍କରେ ସଂକମ୍ରଣ ବଢ଼ୁଥିବାରୁ କିଛି ରାଜ୍ୟରେ ଲକଡାଉନ୍ ଘୋଷଣା…

ମୁଁ ଦେଶ ପାଇଁ ମରୁଛି, ହେଲେ କରୋନା ଆକ୍ରାନ୍ତ ପତ୍ନୀର ଚିକିତ୍ସା କରି ପାରୁନି, ଜଣେ ବିଏସଫ ଯବାନଙ୍କ ଆକୁଳ ନିବେଦନ

ରିଭା ୨୧ ।୦୪: ଦେଶା ଏବଂ ଜନତାଙ୍କ ସୁରକ୍ଷା ପାଇଁ ଆମର ଯବାନମାନେ ଅହୋରାତ୍ର ସୀମାରେ ଜାଗ୍ରତ ରହି ପ୍ରହରା ଦେଉଛନ୍ତି । ଶତ୍ରୁ ପକ୍ଷର ପ୍ରତିଟି ଦୁଃସାହାସର ମୁହଁତୋଡ ଜବାବ ମଧ୍ୟ ଦେଉଛନ୍ତି । ଶତ୍ରୁ ଆଗରେ ମଥା ଟେକି…

ଧୋନୀଙ୍କ ମା’ ବାପା କରୋନା ପଜିଟିଭ୍, ରାଞ୍ଚି ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି, ୨୧ା୪ : ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମା ଏବଂ ବାପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୁଧବାର ସେମାନେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ରାଞ୍ଚିର ପଲ୍ସ ସୁପର…

ବାତିଲ୍ ହେଲା ମାଟ୍ରିକ୍ ପରୀକ୍ଷା! ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧ା୪ (ଓଡିଶା ଭାସ୍କର): ମାଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ପରିଶେଷରେ ଦୂର ହୋଇଛି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ସମସ୍ତ ପ୍ରାଇଭେଟ ହସ୍ପିଟାଲରେ କରାଯିବ କରୋନା ରୋଗୀଙ୍କ ଚିକିତ୍ସା

ଅହମ୍ମଦାବାଦ, ୨୧ା୪: କରୋନାର ସଂକ୍ରମଣ ବୃଦ୍ଧିକୁ ଦେଖି ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ରାଜ୍ୟର ସମସ୍ତ ବେସରକାରୀ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେ । ରାଜ୍ୟ ସରକାରଙ୍କ ବିନା…