Browsing Category

Top Stories

ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏନେଇ ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟର…

କରୋନା ଭାଇରସ୍, ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦଲ୍ଲୀ, ୧୬ା୩: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ଏହାସହ ଜିମ୍, ସିନେମା ହଲ୍, ସଂଗ୍ରହାଳୟ ଓ…

ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ, ୧୬ା୩: ବିଦେଶୀଙ୍କ ଭାରତ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି । ମାର୍ଚ୍ଚ ୧୮ ପରେ ୟୁରୋପୀୟ ସଙ୍ଘରୁ ଭାରତ ଆସିବାକୁ ମନା କରାଯାଇଛି । ସେହିପରି ତୁର୍କୀ ଓ ବ୍ରିଟେନରୁ ମଧ୍ୟ ଭାରତ ଆସିବାକୁ ମନା କରାଯାଇଛି ।…

କରୋନା ନେଇ ଗୁଜବ ପ୍ରତିହିତ କରିବାକୁ ଅନୁରୋଧ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ନେଇ ବିଏମସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ସେହି ସମ୍ମିଳନୀରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ପରସ୍ପରଠାରୁ ଦୂରତା ଅବଲମ୍ବନ…

ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବିଦେଶରୁ କିମ୍ବା ବାହାରୁ ଆସୁଥିବା ଲୋକ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହା ଆସନ୍ତାକାଲି ସକାଳୁ କଡ଼ାକଡ଼ି…

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ଜଣ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିିଥିବା IEC ମୁଖପାତ୍ର ସୁବ୍ରତ ବାଗଚୀ ଏକ…

ନିର୍ଭୟା ମାମଲା, ଆଇସିଜେ ଗଲେ ତିନି ଦୋଷୀ

ନୂଆଦିଲ୍ଲୀ, ୧୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ତିନି ନିର୍ଭୟା ଦୋଷୀ ଅନ୍ତର୍ଜାତୀୟ ନ୍ୟାୟାଳୟ ଯାଇଛନ୍ତି । ତିନି ଦୋଷୀ ଅକ୍ଷୟ, ପବନ ଓ ବିନୟ ଯାଇଛନ୍ତି ।…