Browsing Category

Top Stories

ରେଳ ମନ୍ତ୍ରାଳୟରେ ୫-T ଲାଗୁ ପ୍ରସ୍ତାବ ଉଠାଇଲେ ଅମର

ନୂଆଦିଲ୍ଲୀ,୧୭ ।୩: ରାଜ୍ୟସଭାରେ ରେଳ ମନ୍ତ୍ରଣାଳୟର ପଦକ୍ଷେପ ନେଇ ଆଲୋଚନା ଚାଲିଛି । ରେଳ ମନ୍ତ୍ରଣାଳୟରେ ଓଡିଶା ସରକାରଙ୍କ ୫T କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜାରି ରହିଥିବା ପ୍ରକଳ୍ପରେ ୫-T…

ବଜାରରେ ନିଅଣ୍ଟିଆ ସ୍ଥିତି ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବହୁ ଗୁଜବ ଖବର ମଧ୍ୟ ମିଳୁଛି । ସେଥିପାଇଁ କରୋନା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା…

ହିତାଧିକାରୀଙ୍କୁ ମିଳିବ ୪ମାସର ଆଗୁଆ ଭତ୍ତା

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ଭତ୍ତା ମିଳୁଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । କରୋନା ପାଇଁ ଅଗ୍ରୀମ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ, ମେ,ଜୁନ୍ ଓ…

ବିମାନରେ ଏୟାର ହୋଷ୍ଟେସ୍ ଉପରେ ଛେପ ପକାଇବା ସହ ଚାପୁଡା ମାରିଲେ ଯୁବକ, ଭାଇରାଲ୍

ବିମାନରେ ଜଣେ ଯାତ୍ରୀ ଓ ଏୟାର ହୋଷ୍ଟେସଙ୍କ ମଧ୍ୟରେ ମାରପିଟ୍ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲଙ୍କ ରିପୋର୍ଟ ଅନୁସାରେ, ଜଣେ ପୁରୁଷ ଯାତ୍ରୀ ଏୟାର ହୋଷ୍ଟେସଙ୍କୁ ଚାପୁଡା ମାରିବା…

କରୋନା ଭାଇରସ୍ ପାଇଁ ଜଗତସିଂହପୁର, ଗଜପତି ଓ ଭଦ୍ରକ ଜିଲ୍ଲାରେ ଜାରି ହେଲା ୧୪୪ଧାରା

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ଜଗତସିଂହପୁର,…

୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ବଢ଼ାଇଛନ୍ତି ସରକାର । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ଼ ନିୟନ୍ତ୍ରଣ କରିବାକୁ ଆହାର କେନ୍ଦ୍ରର…

କରୋନା ପାଇଁ ପ୍ରତିଷେଧକ ବାହାର କରିଥିବା ଦାବି କଲା ଆମେରିକା

ୱାଶିଂଟନ୍, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । କରୋନା ପାଇଁ କୌଣସି ପ୍ରତିଷେଧକ ଏପର୍ଯ୍ୟନ୍ତ ବାହାରିନଥିବାରୁ ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା…