
Browsing Category
Top Stories
ଦେଶରେ ଦିନକରେ ୧୮୧ ମୃତ, ୧୫ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୭ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୧୪୪ ଜଣ ଆକ୍ରାନ୍ତ ହୋଇଥିବା…
ପ୍ରକାଶ ପାଇଲା ୟୁଜି ସ୍ପଟ୍ ନାମଲେଖା ମେଧା ତାଲିକା: ଜାଣନ୍ତୁ କେବେ ହେବ ନାମଲେଖା
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ତାଲିକାରେ ସ୍ଥାନ ପାଇଥିବା…
ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଆଜିଠାରୁ ଚିଲିକା ଓ ଭିତରକନିକାରେ ବିଭାଗ ପକ୍ଷରୁ ନିୟୋଜିତ ଟିମ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିଲିକା ଅନ୍ତର୍ଗତ…
ଆଉ ଦୁଇଦିନ ଘନକୁହୁଡ଼ି
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡ଼ିର ପ୍ରଭାବ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି । ଘନ କୁହୁଡ଼ି ଯୋଗୁଁ ରାଜ୍ୟର ଅନେକ…
ରାଜଧାନୀର ବିଦ୍ୟାଳୟ ପରିଦର୍ଶନ କଲେ ୫ଟି ସଚିବ
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଆଜି ସକାଳୁ ୫ଟି ସଚିବ ଭି.କେ. ପାଣ୍ଡିଆନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ରାଜଧାନୀର ୫ଟି ବିଦ୍ୟାଳୟକୁ ବୁଲି ଦେଖିଛନ୍ତି । ସେଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ୟୁନିଟି-୬,…
ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଅଟାରେ ମିଶାନ୍ତୁ ଏହି ସାମଗ୍ରୀ
ଗ୍ୟାସ ସମସ୍ୟା ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଦେଖାଦେଉଛି। କାରଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ନା କେହି ଭଲଭାବେ ଖାଇପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏମିତି କି ଠିକ ଢ଼ଙ୍ଗରେ ନିଜ ସ୍ବାସ୍ଥ୍ୟ ପ୍ରତି…
ପ୍ରଥମ ଦିନରେ ୭୯% ଟିକାକରଣ
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଆଜିଠାରୁ ବିଶ୍ୱର ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହୋଇଛି । ରାଜ୍ୟରେ ପ୍ରଥମ ଦିନରେ ଟାର୍ଗେଟର ୭୯% ଟିକାକରଣ ହୋଇଛି । ଆଜି ଟିକା ନେଇଛନ୍ତି ୧୨ ହଜାର ୯୪୧ ଜଣ କରୋନା ଯୋଦ୍ଧା ।…
କିଡନୀ ଠକେଇ: ସାମ୍ନାକୁ ଆସିଲା ଆଉ ଏକ ମାମଲା
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ କିଡନୀ ଠକେଇ ନେଇ ସାମ୍ନାକୁ ଆସିଛି ଆଉ ଏକ ମାମଲା । ସହିଦ ନଗର ଥାନାରେ ମାମଲା କରିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । କେନ୍ଦ୍ରାପଡା ମାର୍ଶାଘାଇର…
କାର୍ ପଛରେ ବସୁଥିବା ବ୍ୟକ୍ତି ଓ ବାଇକ୍ ଆରୋହୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଆସିଲା ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ, ୧୬ା୧: ଯଦି ଆପଣମାନେ କାର୍ କିମ୍ବା ବାଇକ୍ ଚଳାଉଛନ୍ତି, ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ବିଷୟରେ ଅବଗତ ହୋଇଯାଆନ୍ତୁ । ନଚେତ ଆପଣଙ୍କୁ ୫୦୦, ୧୦୦୦ କିମ୍ବା ଅଧିକ ଟଙ୍କାର ଜରିମାନା…
ସେକ୍ସ କରିବା ପୂର୍ବରୁ ଏହି ଦିଗଗୁଡ଼ିକ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ
ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ଏକ ଅଂଶ । ବର୍ତ୍ତମାନର ସମାଜରେ ବହୁତ ପୁରୁଷ ଓ ନାରୀ ସେକ୍ସରେ ସନ୍ତୁଷ୍ଟ ନହେବା ଫଳରେ ଅନେକ ପାରିବାରିକ ସମସ୍ୟା ଦେଖାଯାଉଛି । ତେବେ ଆପଣ ଯଦି ଏମିତି କିଛି ବିଶେଷ ଦିଗ ପ୍ରତି…