Browsing Category
Top Stories
Rohit Sharma turns 33
Mumbai,30/4: Indian Star opener Rohit Sharma celebrated his 33rd birthday today. Rohit is regarded as one of best modern day cricketer of whiteball.
in 2020, Rohit Sharma is…
ପଞ୍ଚମହାଭୂତରେ ବିଲୀନ ହେଲେ ଋଷି
ମୁମ୍ବାଇ, ୩୦ା୪: ଚନ୍ଦନବାଡ଼ିରେ ଚନ୍ଦନକାଠରେ ପଞ୍ଚମହାଭୂତରେ ବିଲୀନ ହେଲେ ଅଭିନେତା ଋଷି । ମୁମ୍ବାଇ ସ୍ଥିତ ଚନ୍ଦନବାଡ଼ିରେ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଋଷି କପୁରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି…
ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ
ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ସାରାବିଶ୍ୱ କରୋନା ଭାଇରସ ସଂକ୍ରମଣର ମହାମାରୀରୁ ରକ୍ଷାପାଇବା ପାଇଁ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଂଚଳରେ ସାମ୍ନାକୁ ଆସିଛି ଏକ ଲଜ୍ୟାଜନକ ଘଟଣା ।…
ଚନ୍ଦନୱାଡିରେ ପହଞ୍ଚିଲା ଋଷି କାପୁରଙ୍କ ପାର୍ଥିବ ଶରୀର
୨ ବର୍ଷ କ୍ୟାନ୍ସରରେ ସଂଘର୍ଷ କରିବା ପରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ଋଷି କପୁର । ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ମେଡିକାଲରେ ଆଜି ସକାଳ ୮ଟା ୪୫ ମିନିଟରେ ତାଙ୍କର…
ସନ୍ଧ୍ୟା ୬ଟା ୧୫ସୁଦ୍ଧା ୧୧ଜିଲ୍ଲା ସାବଧାନ !
ଭୁବନେଶ୍ୱର, ୩୦ା୪(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଆଜି ୧୧ଜିଲ୍ଲାକୁ ସନ୍ଧ୍ୟା ୬ଟା ୧୫ସୁଦ୍ଧା ବର୍ଷା, ବଜ୍ରପାତକୁ ନେଇ ସତର୍କ…
ଲକ୍-ଡାଉନ୍ ହଟିବାର ଯେକୌଣସି ମୁହୂର୍ତ୍ତରେ ଖୋଲିବ ବିମାନବନ୍ଦର
ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି, ଯାହାର ପ୍ରଭାବରେ ବିମାନଠାରୁ ଆରମ୍ଭ କରି ବସ୍, ଟ୍ରେନ୍ ଚଳାଚଳ ଠପ୍ ହୋଇ ପଡିଛି । ଏହାରି ମଧ୍ୟରେ ଭୁବନେଶ୍ୱର…
ଭାରତକୁ ଆମେରିକାର ୩ମିଲିୟନ ଡଲାର ସହାୟତା
ନୂଆଦିଲ୍ଲୀ, ୩୦ା୪: କୋଭିଡ଼-୧୯ ଫଳରେ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଅନେକ ଦେଶ କରୋନା ମୁକାବିଲା ପାଇଁ ଅଧିକ ଅର୍ଥରାଶି ଆବଶ୍ୟକ କରୁଛନ୍ତି । ତେବେ ଭାରତ ପୂର୍ବରୁ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ…
ଯେତେଦିନ ପର୍ଯ୍ୟନ୍ତ ଟୀକା ଆସିନି, ଲକ୍-ଡାଉନ୍ ଜାରି ରହିବ
ଦେଶରେ କରୋନା ପାଇଁ ଲକ୍-ଡାଉନ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ମେ ୩ରେ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ଆହୁରୀ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।…
ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼
ଫୁଲବାଣୀ, ୩୦ା୪(ଓଡ଼ିଶା ଭାସ୍କର): ଫୁଲବାଣୀରେ ବିଜେଡ଼ିର ପୂର୍ବତନ ବିଧାୟକ ଦେବନ୍ଦ୍ରେ କହଁରଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ଟାଉନ୍ ଥାନା ଚିତ୍ରକୋଟ ସାହି ନିକଟରେ ଗୁଳିମାଡ଼ ହୋଇଛି । ଏହାସହ…
ବ୍ରିଟେନରେ ଛୋଟଛୁଆଙ୍କୁ ଗ୍ରାସିବାରେ ଲାଗିଛି ନୂଆ ମହାମାରୀ, ଏପରି ରହିଛି ଲକ୍ଷଣ
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ବ୍ରିଟେନରେ ଏକ ନୂଆ ମହାମାରୀ ଚିନ୍ତା ବଢାଇଛି । ଛୋଟପିଲାଙ୍କ ଶରୀରରେ ଦେଖାଦେଇଥିବା ଏହି ନୂଆ ଲକ୍ଷଣ କରୋନା ଭାଇରସ୍ ପରି ହୋଇଥିଲେ ବି ଏହା…