Browsing Category

Top Stories

ଆସିଲା ଅନଲକ୍-୪ର ଗାଇଡଲାଇନ୍, ଜାଣନ୍ତୁ

ନୂଆଦିଲ୍ଲୀ,୨୯ ।୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି…

ବଢୁଛି ମହାନଦୀ: ଜାଣନ୍ତୁ କେଉଁଠି କେତେ ପାଣି?

କଟକ,୨୯ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ ବନ୍ୟା ସ୍ଥିତି । ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୨୭.୨୩…

ଭାରତ ସୀମାରୁ ଠାବ ହେଲା ପାକିସ୍ତାନୀ ସୁଡଙ୍ଗ

ଜମ୍ମୁ,୨୯ ।୮: ଜାମ୍ମୁ ଓ କାଶ୍ମୀରର ଶାମ୍ବା ସେକ୍ଟରରେ ଏକ ବଡ ପାକିସ୍ତାନୀ ସୁଡ଼ଙ୍ଗ ଠାବ କରାଯାଇଛି । ପାକିସ୍ତାନରୁ ଶାମ୍ବା ଯାଏଁ ଏହି ସୁଡଙ୍ଗ ତିଆରି କରାଯାଇଥିବା ସୂଚନା ମିଳିଛି । ବିଏସଏଫର କହିବା ମୁତାବକ, ୧୫୦…

ଜୟନ୍ତୀଙ୍କୁ ବିଜୁ କ୍ରୀଡା ପୁରସ୍କାର

ଭୁବନେଶ୍ୱର,୨୯ ।୮(ଓଡିଶା ଭାସ୍କର): ଜୟନ୍ତୀ ବେହେରାଙ୍କୁ ୨୦୧୯ର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି । ଧାବିକା ତଥା ପାରା ଆଥଲେଟ ଜୟନ୍ତୀଙ୍କୁ ପୁରସ୍କୃତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ । ୧୨ଟି…

ସେପ୍ଟେମ୍ବର ୧ରୁ ପୁଣି ବର୍ଷା, କେଉଁ ତାରିଖରେ କେଉଁ ଜିଲ୍ଲା ରହିବେ ସତର୍କ ଜାଣନ୍ତୁ

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଦୁଇ ଦିନ ଶୁଖିଲା ପାଗ ଥିବା ବେଳେ ସେପ୍ଟେମ୍ବର ୧ରୁ ୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୧ରେ ୪ଜିଲ୍ଲାକୁ ୟେଲୋ…

ସୁସ୍ଥ ହେଲେ ଅମିତ ଶାହା

ନୂଆଦିଲ୍ଲୀ,୨୯ ।୮: ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଖୁବଶୀଘ୍ର ତାଙ୍କ ମେଡିକାଲରୁ ଡିସଚାର୍ଜ କରାଯିବ । ତେବେ ଅମିତ ଶାହା କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ୧୮ ଅଗଷ୍ଟରେ ଏମ୍ସରେ…