Browsing Category

Top Stories

ଲକଡାଉନ ପରେ ତୁରନ୍ତ ମାଟ୍ରିକ ଖାତା ଦେଖା ଆରମ୍ଭ

କଟକ, ୨୭ା୪(ଓଡ଼ିଶା ଭାସ୍କର ): କରୋନା ପାଇଁ ଦେଶ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ମାଟ୍ରିକ ଖାତା ଦେଖାରେ ବିଳମ୍ବ ହୋଇଛି । କିନ୍ତୁ ଏନେଇ ପରିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତିତ ନହେବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ…

କରୋନା ଭାଇରସ୍, ତାଲାବନ୍ଦରୁ ଲାଭ ମିଳୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୪: କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ସେହି ବୈଠକରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ…

ଜମାଲପୁରରେ ଜଣଙ୍କଠାରୁ ବ୍ୟାପିଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଲୋକଙ୍କର ଟିକେ ବି ଭୁଲ କରୋନା ବ୍ୟାପିବାରେ ମାଧ୍ୟମ ହୋଇପାରେ । ସେହିପରି ମୁଙ୍ଗେର ଜିଲ୍ଲା ଜମାଲପୁରରେ ଗତ ୧୫ ଏପ୍ରିଲରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ଜଣେ ୬୦…

୫୬ଭୋଗ ଖାଇବା ଚକ୍କରରେ ୩୫ ଦିନ ଧରି ବେଲୁଛନ୍ତି ରୁଟି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଇଚ୍ଛାଥିଲା ଧୁମ ଖିଆପିଆ ହେବ । ନାଚଗୀତ ହେବ । ୫୬ ପ୍ରକାର ଆଇଟମରେ ସ୍ୱାଦନେବେ । ସବୁ ଇଚ୍ଛା ପୁରା ବି ହେଲା । କିନ୍ତୁ ଇଚ୍ଛାପୂରଣ ହେବା ମାତ୍ରେହିଁ ଆରମ୍ଭ ହୋଇଗଲା ଦୁର୍ଦଶା ।…

କାଶ୍ମୀରରେ ୩ ଆତଙ୍କବାଦି ସଫା

ଜାମ୍ମୁକାଶ୍ମୀର, ୨୭ା୪: ଜାମ୍ମୁକାଶ୍ମୀରର କୁଲଗାମରେ ଯବାନ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଯବାନଙ୍କ ଗୁଳିରେ ୩ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗାମରେ ୧୨ଘଣ୍ଟା ଭିତରେ ଏନକାଉଣ୍ଟରରେ ୪ଜଣ ନିପାତ…

WHOର ଚେତାବନୀ- କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଠାରେ ଅଧିକ ବିପଦ

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହେଉଥିବା ବେଳେ ଏହାର ଖରାପ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି । ଏନେଇ ବହୁ ଦେଶ ଇମ୍ୟୁନିଟି ସାର୍ଟିଫିକେଟ ଆଧାରରେ ଲକ୍-ଡାଉନକୁ କୋହଳ କରିବାକୁ ଚିନ୍ତା…

ଆସିଲା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଆଜି ବାଲେଶ୍ୱରରୁ ଚିହ୍ନଟ ୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ରଖିଛନ୍ତି ସରକାର । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ…