fbpx
BJD
BJD SKY
BJD SKY
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ରୁଷିଆର ଅନେକ ଟିଭି ଚ୍ୟାନେଲ୍ ହ୍ୟାକ୍, ଚାଲୁଛି ୟୁକ୍ରେନ ସଙ୍ଗୀତ!

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ହେଉଛଉି ଚତୁର୍ଥ ଦିନ । ୟୁକ୍ରେନର ଅନେକ ସହର ଏବେ ରୁଷ କବଜା କରିସାରିଛି । କିନ୍ତୁ ୟୁକ୍ରେନ ସାହାସିକତାର ସହିତ ମୁଣ୍ଡ ନ ନୁଆଁଇ ଯୁଦ୍ଧ ଜାରି ରଖିଛି…

ଆଲେଚନାକୁ ଅଗ୍ରାହ୍ୟ କଲା ୟୁକ୍ରେନ, ସବୁ ଦିଗରୁ ଆକ୍ରମଣ ପାଇଁ ସେନାକୁ ନିର୍ଦ୍ଦେଶ ଦେଲା ରୁଷ

ନୂଆଦିଲ୍ଲୀ: ତିନିଦିନ ଧରି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ରୁଷ । ଆଉ ଏବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୀବ୍ର ହୋଇପାରେ ଯୁଦ୍ଧ । କାରଣ ରୁଷ ରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି ଯେ ଏବେ ୟୁକ୍ରେନ ଉପରେ ସବୁ…

ୟୁକ୍ରେନରେ ଫସିରହିଛନ୍ତି ମାଲକାନଗିରି ଜିଲ୍ଲାର ଯୁବକ: ବଙ୍କରରେ ଆତ୍ମଗୋପନ କରିଥିବା ସୂଚନା

ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଅଂଶୁମାନ ପ୍ରଧାନ ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି । ସେ ଡାକ୍ତରୀ ପଢିବାକୁ ଯାଇଥିବା ବେଳେ ଏବେ ତାଙ୍କର ପଞ୍ଚମ ବର୍ଷ ବୋଲି ଜଣାପଡ଼ିଛି ।…

ଦେଶରେ ପଶିଛନ୍ତି ୧ ଲକ୍ଷ ଆକ୍ରମଣକାରୀ, ମୋଦିଜୀ ଆମକୁ ସାହାଯ୍ୟ କରନ୍ତୁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଆଉ ଏଭଳି ସମୟରେ ୟୁକ୍ରେନ ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଶନିବାର…

ମାତୃଭୂମିର ସୁରକ୍ଷା ପାଇଁ ହତିଆର ଉଠେଇଲେ ବିଶ୍ୱ ଚାମ୍ପିୟନ: ଭିଡିଓ ଜରିଆରେ ମାଗିଲେ ଅନ୍ତର୍ଜାତୀୟ ସହାୟତା

ନୂଆଦିଲ୍ଳୀ: ୟୁକ୍ରେନ ଏବଂ ଋଷ ଯୁଦ୍ଧକୁ ୩ ଦିନ ପୁରିବାକୁ ବସିଲାଣି । ଏହା ମଧ୍ୟରେ ପୂର୍ବତନ ବକ୍ସିଂ ବିଶ୍ୱ ଚାମ୍ପିୟନ ଭିଟାଲି କ୍ଲିଚସ୍କୋ ହତିଆର ଉଠାଇଛନ୍ତି । ୟୁକ୍ରେନର ରାଜଧାନୀ କିଭର ମେୟର ରହିଥିବା ଏହି…

ଯୁଦ୍ଧ ବେଳେ ଭୟଙ୍କର ନିଷ୍ପତ୍ତି ନେଲେ ୟୁକ୍ରେନ ଯବାନ: ବମ ବ୍ଲାଷ୍ଟରେ ନିଜକୁ ଉଡାଇ ଦେଲେ ସୈନିକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧରେ ବଳି ପଡିବାରେ ଲାଗିଛି ଅନେକ ନାଗରିକ ଆଉ ସୈନିକଙ୍କ ମୂଲ୍ୟବାନ ଜୀବନ । କିନ୍ତୁ ଏହି ସମୟରେ ଏକ ଏମିତି ଖବର ଜାଣିବାକୁ ମିଳିଛି ଯାହାକୁ ଶୁଣିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।…

ରାଜଧାନୀ କିଭ ଛାଡ଼ି ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି: ରୁଷ ମିଡିଆର ଦାବି

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ତିନିଦିନ ଧରି ରୁଷ ୟୁକ୍ରେନ ଉପରେ ଜାରିରଖିଛି ଆକ୍ରମଣ । ଏହାରି ମଧ୍ୟରେ ରୁଷ ମିଡିଆ ବଡ଼ ଦାବି କରିଛି । ରୁଷ ମିଡିଆ ଦାବି କରିଛି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର…

ହାଇରାଇଜ ବିଲ୍ଡିଂର ଟାୱାର କ୍ଲକ ଉପରେ ମିଶାଇଲ ମାଡ କଲା ଋଷ: ଦେଖନ୍ତୁ ଛାତି ଥରା ଭିଡିଓ

ନୂଆଦିଲ୍ଳୀ: ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ବିତି ଯାଇଛି ୩ ଦିନ । କିଭ୍ ଦଖଲ କରିବା ପରେ ଋଷ ସୈନ୍ୟ ମାନେ ୟୁକ୍ରେନ ରାସ୍ତାରେ ରକ୍ତପାତ କରୁଛନ୍ତି । ଏଭଳି କିଛି ଘଟଣା ସହିତ ଆଉ ଏକ ଛାତି ଥରାଇ ଦେବା ଭଳି ଘଟଣା…

ଫେରିଲେ ୨୧୯ ଭାରତୀୟ: ଦେଶର ନାଗରିକଙ୍କୁ ନେଇ ମୁମ୍ବାଇ ଅଭିମୁଖେ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରୁ ବିଦା ହୋଇଥିବା ୨୧୯ ଭାରତୀୟଙ୍କୁ ନେଇ ଭାରତକୁ ଫେରୁଛି ପ୍ରଥମ ବିମାନ । ରେମାନିଆରୁ ମୁମ୍ବାଇ ଅଭିମୁଖେ ପ୍ରଥମ ବିମାନ ଉଡାଣ ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ…

UNSCରେ ଭାରତ ପଦକ୍ଷେପରେ ଆମେରିକାର କୌଣସି ସମସ୍ୟା ନାହିଁ, ଅଲଗା ସ୍ତରରେ ରୁଷ-ଭାରତ ସଂପର୍କ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବ ଉପରେ ଶନିବାର ଭୋଟିଂ ହୋଇଛି। ଏହି ଭୋଟିଂରୁ ନିଜକୁ ଦୂରେଇ ରଖିଛି ଭାରତ। ରୁଷ ଭିଟୋର ଉପଯୋଗ କରି ଏହି ପ୍ରସ୍ତାବକୁ…