fbpx
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

UNSCରେ ନିନ୍ଦା ପସ୍ତାବକୁ ସମର୍ଥନ କଲାନି ଭାରତ, ଧନ୍ୟବାଦ ଦେଲା ରୁଷ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବକୁ ଭାରତ ସମର୍ଥନ କରି ନାହିଁ। ଭାରତର ଏହି ସମର୍ଥନକୁ ସ୍ଵାଗତ କରିଛି ରୁଷ। ମିଳିତ ଜାତିସଂଘରେ ରୁଷ ରାଷ୍ଟ୍ରଦୂତ ଓ୍ଵାସିଲି ନେମ୍ବେଜିଆ…

ୟୁକ୍ରେନରେ ଫସିଛନ୍ତି ଭାରତର ଚେସ୍ ଚାମ୍ପିୟନ୍, କହିଲେ- ଆପାର୍ଟମେଣ୍ଟରେ ଏକା ଅଛି, ଜାଣିନି ଆଗକୁ କଣ ହେବ

ଚେନ୍ନାଇ: ଆଜି ଲଗାତର ତୃତୀୟ ଦିନ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ରାଜଧାନୀ କିଭ୍ ର ସ୍ଥିତି ସାଂଘାତିକ ହୋଇଯାଇଛି । ଲୋକମାନେ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ କାହାର କେତେ କ୍ଷତି ହୋଇଛି, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୭୨ ଘଣ୍ଟା ହୋଇଗଲାଣି । ଏହି ଭୟଙ୍କର ଯୁଦ୍ଧକୁ ସମଗ୍ର ବିଶ୍ୱବାସୀ କଡ଼ା ନିନ୍ଦା କରିଥିବା ବେଳେ ଦୁଇ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଏପରି…

ସାହାସୀ ଜେଲେନସ୍କି: ଆମେରିକା ଦେଲା ଦେଶ ଛାଡ଼ିବା ଅଫର୍, ରାଷ୍ଟ୍ରପତି କହିଲେ- ବିଶ୍ୱାସଘାତକତା କରିବି ନାହିଁ, ଅସ୍ତ୍ର ଦରକାର-ଗାଡ଼ି ନୁହେଁ

ନୂଆଦିଲ୍ଲୀ: ୨୦୨୧ ଅଗଷ୍ଟ ୧୫ ତାରିଖ..ଯେବେ ତାଲିବାନୀ ମାନେ ଆଫଗାନିସ୍ତାନର ରାଜଧାନୀ ଉପରେ ଆକ୍ରମଣ କରିଥିଲେ । ସେ ସମୟରେ ରାଷ୍ଟ୍ରପତି ଅଶରଫ ଗନୀ ଦେଶ ଛାଡ଼ି ପଳାୟନ କରିଥିଲେ । ତାଙ୍କୁ ୟୁଏଇ ଶରଣ ଦେଇଥିଲେ । ହେଲେ…

ଦେଖନ୍ତୁ ଭୟଙ୍କର Video: ରୁଷର ଟ୍ୟାଙ୍କ ଏକ କାରକୁ ସମ୍ପୂର୍ଣ୍ଣ ଭାବେ ଚାପି ଦେଲା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଭିଡିଓ । ରୁଷ ସେନା ୟୁକ୍ରେନର ଏକାଧିକ ଅଞ୍ଚଳ ଉପରେ ହମଲା କରିଥିବା ବେଳେ ଶହ ଶହ ସୈନିକଙ୍କୁ ନିପାତ…

ଧ୍ୱଂସାଭିମୁଖେ ୟୁକ୍ରେନର ରାଜଧାନୀ, ରୁଷ ସରକାରଙ୍କୁ ଧମକ ଦେବା ଦେଶକୁ ପଡ଼ିଲା ଭାରି; ପ୍ରାଣ ବିକଳରେ ଦୌଡ଼ୁଛନ୍ତି କିଭ୍ ବାସୀ

କିଭ୍: ଆଜି ଲଗାତର ତୃତୀୟ ଦିନ ମଧ୍ୟ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀ କିଭ୍ ଉପରେ ରୁଷୀ ସେନା…

ଆମ ଦେଶରେ ଅନେକ ଭଲ ମେଡିକାଲ କଲେଜ ରହିଛି, ତଥାପି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ୟୁକ୍ରେନ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭୟଭୀତ ଅବସ୍ଥାରେ ରହିଛି । ତେବେ ଏଭଳି ସ୍ଥିତିରେ ଭାରତର ୨୦ ହଜାରରୁ ଅଧିକ ନାଗରିକ ୟୁକ୍ରେନରେ ଫସି ରହିଥିବା ବେଳେ…

ୟୁକ୍ରେନରେ ବିଗୁଡ଼ୁଛି ପରିସ୍ଥିତି, ଗତ ୪୮ ଘଣ୍ଟାରେ ଦେଶ ଛାଡ଼ିଲେ ୫୦ ହଜାରରୁ ଅଧିକ ନାଗରିକ

ନୂଆଦିଲ୍ଲୀ: ରୁଷର ଆକ୍ରମଣ ପରେ ୟୂକ୍ରେନର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଅବଶ୍ୟ ଏବେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି, କିନ୍ତୁ ୟୁକ୍ରେନର ଭୂମିରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି । ରୁଷ ସେନା…

ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇଦେଲେ ୟୁକ୍ରେନ୍ ଯବାନ

କିଭ୍: ରୁଷର ଆକ୍ରମଣ ପରେ ଏବେ ୟୁକ୍ରେନର ସ୍ଥିତି ଆଫଗାନିସ୍ତାନ ସହିତ ମିଶିଯାଇଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ସହରକୁ ସହର ଘୂରିବୁଲୁଛନ୍ତି । ଅନ୍ୟାନ୍ୟ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ନେବା…

ଚେରିନବଏଲ ଆଣବିକ ରିଆକ୍ଟର ଅଧିକାର କଲା ଋଷ: ବିକିରଣ ବଢ଼ିଥିବା ନେଇ ୟୁକ୍ରେନର ଅଭିଯୋଗ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦ୍ଵିତୀୟ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ବନ୍ଦ ପଡ଼ିଥିବା ଚେରିନବଏଲ ଆଣବିକ ରିଆକ୍ଟରକୁ ଅଧିକାର କରି ନେଇଛି ଋଷ। ଆଣବିକ ରିଆକ୍ଟର ଅଧିକାର କରିବା ପରେ ଉକ୍ତ ଅଂଚଳରେ…