fbpx
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ରୁଷ ବିରୋଧରେ ପୋଲାଣ୍ଡର ବଡ଼ ପଦକ୍ଷେପ, ବିମାନ ଉଡ଼ାଣ ବନ୍ଦ କରିବା ନେଇ ନିଷ୍ପତ୍ତି

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଅନେକ ସୈନିକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ମଧ୍ୟ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଉପାୟ ଆପଣାଇବାରେ ଲାଗିଛି । ଅଧିକାଂଶ ଲୋକେ ଜୀବନ…

ୟୁକ୍ରେନ ସୈନିକଙ୍କୁ ପୁତିନଙ୍କ ଆହ୍ୱାନ: ରୁଷ ସହିତ ଉତ୍ତମ ବୁଝାମଣା ପାଇଁ କ୍ଷମତା ହାସଲ କରିବାକୁ କଲେ ଡାକରା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଦେଇଛନ୍ତି ଆହ୍ୱାନ । ୟୁକ୍ରେନର ସୈନ୍ୟବାହିନୀକୁ କ୍ଷମତା ଦାଖଲ କରିବା ପାଇଁ ଡାକରା ଦେଇଛନ୍ତି ପୁତିନ । ରୁଷର ସୁରକ୍ଷା ପରିଷଦ ସହିତ ବୈଠକ…

କିଭରେ ପ୍ରବେଶ କଲେ ଋଷ ସେନାବାହୀନି: ରାଜରାସ୍ତାରେ ଯବାନ ଖେଳୁଛନ୍ତି ରକ୍ତର ହୋଲି

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ନୀରବଦ୍ରଷ୍ଟା ସାଜି ୟୁକ୍ରେନ ଉପରେ ଆକ୍ରମଣକୁ ଦେଖୁଥିବା ବେଳେ ୟୁକ୍ରେନର ରାଜଧାନୀରେ ପ୍ରବେଶ କରିଛି ଋଷିଆ । ଋଷିଆର ସୈନ୍ୟବାହିନୀ କିଭରେ ପ୍ରବେଶ କରିଥିବା ବେଳେ ରାଜଧାନୀର ରାଜରାସ୍ତାରେ…

ଫେରିବେ ୟୁକ୍ରେନରେ ଫସିଥିବା ଓଡ଼ିଆ, ଜୟଶଙ୍କରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ରୁଷ ଏହାର ସୈନ୍ୟବଳ ସହ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ଜବାବି ହମଲା କରୁଛି । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ବିଶ୍ୱ ସ୍ତରରେ…

ଫୁଟବଲ ଫ୍ୟାନଙ୍କ ପାଇଁ ଦୁସମ୍ବାଦ: ଯୁଦ୍ଧ ପାଇଁ ଘୁଞ୍ଚିଲା ଚାମ୍ପିୟନ୍ସ ଲିଗ୍ ଫାଇନାଲ ମୁକାବିଲା

ନୂଆଦିଲ୍ଳୀ: ଫୁଟବଲ ଫ୍ୟାନଙ୍କ ପାଇଁ ଖରାପ ଖବର । ଚାମ୍ପିୟନ୍ସ ଲିଗର ଫାଇନାଲକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଋଷିଆର ସେଣ୍ଟ ପିଟସବର୍ଗରେ ଏହି ଫାଇନାଲ ମୁକାବିଲା ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତା ମେ…

ଯୁଦ୍ଧର ଭୟଙ୍କର ପରିସ୍ଥିତିରେ ୟୁକ୍ରେନ: ଏବେ ବି ରାଷ୍ଟ୍ରପତିଙ୍କ ପାଖରେ ରହିଛି ୩ଟି ରାସ୍ତା, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ଦୁଇ ଦିନରୁ ଜାରି ରହିଛି ୟୁକ୍ରେନ-ରୁଷ ମହାଯୁଦ୍ଧ । ୟୁକ୍ରେନର ରାଜଧାନୀ ସମେତ ତିନି ପଟରୁ ଦେଶକୁ ଘେରି ରହିଛି ରୁଷ ସେନା । ଫଳରେ ୟୁକ୍ରେନ ନିଜକୁ ଏକା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ତେବେ ଏଥି…

ରୁଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଆକାଶରୁ ଖସୁଛି ବୋମା, ଆଶ୍ରୟସ୍ଥଳୀରେ ଜନ୍ମ ନେଉଛନ୍ତି ନବଜାତ

ନୂଆଦିଲ୍ଲୀ: ରୁଷ ସେନା ମିସାଇଲ ସହ ସହରଗୁଡ଼ିକୁ ଟାର୍ଗେଟ କରି ୟୁକ୍ରେନ ଭିତରକୁ ପ୍ରବେଶ କରିବାରେ ଲାଗିଛି । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ ୟୁକ୍ରେନ ବାସୀ ସୁରକ୍ଷିତ…

ଦେଶରେ ଯୁଦ୍ଧ ରୋକିବାକୁ ଅପିଲ କଲେ ଫୁଟବଲର: ମଇଦାନରେ ହାତ ଯୋଡି କହିଲେ ୟୁକ୍ରେନ ଖେଳାଳି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏହି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ସାରା ବିଶ୍ୱ । ଯାହାର ପ୍ରଭାବ ଏବେ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଖେଳ ମଇଦାନରେ ଏହି ଯୁଦ୍ଧ…

ୟୁକ୍ରେନ ପାଇଁ ବଡ ବିପଦ: ଯୁଦ୍ଧରେ ଋଷ ଛାଡିଲା ଭୟଙ୍କର ସ୍ପେଶାଲ କମାଣ୍ଡୋ ଫୋର୍ସ “ସ୍ପେଶନାଜ’

ନୂଆଦିଲ୍ଲୀ: ତିନି ପଟରୁ ୟୁକ୍ରେନକୁ ଘେରି ନେଇଛି ଋଷ ସେନା । ସେନା କ୍ୟାମ୍ପ ଏବଂ ଏୟାରବେସ ସହିତ ବିଭିନ୍ନ ବଡ ବଡ କୋଠାକୁ ନିଜ ଅକ୍ତିଆରକୁ ନେଇଛି ଋଷ । ତେବେ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରୁ ମାତ୍ର କିଛି ଦୂରେ ଋଷ…

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ…