Browsing Category

ଖବର

ଜଳୁଛି ନେପାଳ, ଜେଲରୁ ୬୦୦୦ କଏଦୀ ଫେରାର, ନେପାଳରୁ ଫେରାଦ କଏଦୀଙ୍କର ଭାରତରେ ପ୍ରବେଶ କରିବାକୁ ଉଦ୍ୟମ…

ନୂଆଦିଲ୍ଲୀ: ଭାରତର ପଡ଼ୋସୀ ଦେଶ ନେପାଳର ସ୍ଥିତି ଦିନକୁ ଦିନ ଅଧିକ ବିଗାଡ଼ିବାରେ ଲାଗିଛି। ସରକାର ବିରୋଧୀ ବିକ୍ଷୋଭ ୩ ଦିନରେ ପହଞ୍ଚିଲାଣି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ମନ୍ତ୍ରୀ ପଦ ଛାଡ଼ି…

ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ହେବ ବନକଲାଗି। ଦ୍ୱିତୀୟ ଭୋଗମଣ୍ଡପରେ ଭୋଗ ଶେଷ ପରେ ହେବ ଗୁପ୍ତନୀତି। ଗୁପ୍ତନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଅପରାହ୍ଣ ୫ଟାରୁ ରାତି ୧୦ ଟା ଯାଏଁ ବନ୍ଦ ରହିବ…

ଇଣ୍ଡିଆ ଆଲାଏନ୍ସକୁ ଶକ୍ତ ଝଟକା, ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡିଆ ଆଲାଏନ୍ସକୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନରେ କ୍ରସ୍ ଭୋଟିଂ ହୋଇଥିଲା। ସୂଚନା ଅନୁଯାୟୀ, ଇଣ୍ଡିଆ ଆଲାଏନ୍ସର ଅତି କମରେ ୨୦ ଜଣ ସାଂସଦ କ୍ରସ୍ ଭୋଟିଂ କରିଥିଲେ।…

ଏସିଆ କପ୍ ୨୦୨୫; ଆମ୍ନାସାମ୍ନା ହେଲେ ଭାରତ-ପାକିସ୍ତାନର ଅଧିନାୟକ, ସୂର୍ଯ୍ୟକୁମାର ଦେଲେ ଗଜବ ଜବାବ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇସାରିଛି ଏସିଆ କପ୍ ୨୦୨୫। ଆଉ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ୱର ୧୦ ତାରିଖ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରତମ ମ୍ୟାଚ୍ ଇଣ୍ଡିଆ UAE ବିପକ୍ଷରେ ମ୍ୟାଚ୍ ଖେଳିବ। ଏହାପରେ…

ବଡ଼ ଖବର, ଦେଶର ୧୫ ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ, ଦୁଇ ଦୁଇ ଥର ହୋଇଛନ୍ତି ସାଂସଦ, ରାଜ୍ୟପାଳ

ନୂଆଦିଲ୍ଲୀ: ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୪୫୨ ଭୋଟ ମିଳିଛି। ଏହା ସହିତ, ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି। ୬୭ ବର୍ଷୀୟ…

ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି, ୪୫୨ ଭୋଟରେ ବିଜୟୀ

ନୂଆଦିଲ୍ଲୀ: ଦେଶ ନୂଆ ଉପରାଷ୍ଟ୍ରପତି ବାଛିଲା ସଂସଦ। ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି। ୪୫୨ ପଥମ ପସନ୍ଦ ଭୋଟ ସହ ବିଜୟୀ ଘୋଷଣା କରାଯାଇଛି। ସିପି ରାଧାକୃଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି।…

ମୋହନ ସରକାର ଆଣିଲେ ନୂଆ ଇଭି ପଲିସି, ୩୧ ଡିସେମ୍ୱର ୨୦୩୦ ଯାଏଁ ରହିବ ବଳବତ୍ତର

ଭୁବନେଶ୍ୱର: ସରକାର ଆଣିଲେ ନୂଆ ଇଭି ପଲିସି। ମୋହନ ସରକାର ଆଣିଲେ ନୂଆ ଇଭି ପଲିସି। ୩୧ ଡିସେମ୍ୱର ୨୦୩୦ ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ। ୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି…

ଦେଶର ସ୍ଥିତି ଭୟଙ୍କର, ଘର ଭିତରେ ଭର୍ତ୍ତି କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀକୁ ଜିଅନ୍ତା ଜାଳି ମାରିଦେଲେ

ନେପାଳ: ନେପାଳରେ ଭୟଙ୍କର ସ୍ଥିତି। ସୋସିଆଲ ମିଡିଆ ବ୍ୟାନକୁ ନେଇ ବ୍ୟାପକ ହିଂସାକାଣ୍ଡ। ପ୍ରଥମେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜ ନିଜ ପଦରୁ ଇସ୍ତଫା ଦେଲେ। ଏତିକିରେ ସରିନଥିଲା ବିକ୍ଷୋଭ। ବିକ୍ଷୋଭକାରୀମାନେ…

ଭୟଙ୍କର ହିମସ୍ଖଳନ, ୩ ଯବାନ୍ ସହିଦ୍, ଉଦ୍ଦାର କାର୍ଯ୍ୟ ଜାରି

ଲଦାଖ୍: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ଥିବା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନର ଏକ ବେସ୍ କ୍ୟାମ୍ପରେ ହିମସ୍ଖଳନର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି।…

ନେପାଳରେ ବେକାବୁ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି

ନେପାଳ: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଇସ୍ତଫା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି। ନେପାଳରେ ପ୍ରତିବାଦ ସମୟରେ ରାଜଧାନୀ କାଠମାଣ୍ଡୁରେ ପୁଣି ହିଂସା ଦେଖାଦେଇଛି।…