Browsing Category
ଖବର
୨୭ରୁ ୩୦ ତାରିଖ ମଧ୍ୟରେ ‘ଆଇଟିଆର’ରୁ ସିରିଜ୍ ପରୀକ୍ଷାମୂଳକ ଉଡ଼ାଣ, ସ୍ଥାନାନ୍ତର ହେବେ ୭ହଜାରରୁ ଅଧିକ ଗ୍ରାମବାସୀ
ବାଲେଶ୍ୱର, (ଭାସ୍କର ନ୍ୟୁଜ୍) : ଆସନ୍ତା ମାର୍ଚ୍ଚ ୨୭ରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ‘ଆଇଟିଆର’ରୁ ସିରିଜ୍ ପରୀକ୍ଷାମୂଳକ ଉଡାଣ (ଏକ୍ସପେରିମେଂଟାଲ ଫ୍ଲାଇଟ୍ ଟ୍ରାଏଲ) ହେବାର କାର୍ଯ୍ୟକ୍ରମ…
ଆଜିଠୁ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ: ଉଦ୍ଘାଟନି ମ୍ୟାଚରେ ସୁରପ କିଙ୍ଗସ ଓ ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା
ମୁମ୍ବାଇ : ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ମୋଟ୍ ୩ଟି ଭେନ୍ୟୁରେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେ) ଏଥର ସିଜନର ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ବେଶ୍ କିଛି ଦିନ ହେଲା ପୁନେ ଓ ମୁମ୍ବାଇରେ ୧୦ଟି…
ଆଜି ହାଇକୋର୍ଟ ବାର୍ ର୍ନିବାଚନ: ସକାଳ ୮ଟାରୁ ଭୋଟ୍, ଅପରାହ୍ନ ୪ଟାରୁ ଗଣତି
କଟକ, (ଭାସ୍କର ନ୍ୟୁଜ୍) : ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଚଳିତ ବର୍ଷର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ପଦ ପାଇଁ କାଳୀପ୍ରସନ୍ନ…
ବାପାର ଜୁଇ ଜଳୁଥିବା ବେଳେ ପୁଅର ଆସିଲା ମୃତ୍ୟୁ ଖବର, ଦୁଃଖରେ ଭାଙ୍ଗିପଡିଲେ ପରିବାରଲୋକ ଓ ଗ୍ରାମବାସୀ
ବାରଙ୍ଗ (ଭାସ୍କର ନ୍ୟୁଜ୍): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଏହି ଗ୍ରାମର ପୁରୁଷୋତ୍ତମ ସ୍ୱାଇଁ (୫୫) ଦୀର୍ଘ ଦିନ ଧରି ବ୍ରେନ କ୍ୟାନସରରେ ପିଡିତ ହୋଇ ନିଜ…
ସ୍ୱତନ୍ତ୍ର ଡ୍ରାଇଭକୁ ବଡ ସଫଳତା: ୧୧ କୋଟିରୁ ଉର୍ଦ୍ଧ ଟଙ୍କାର ମଦ ଜବତ କଲା ଅବକାରୀ ବିଭାଗ
କଟକ (ଭାସ୍କର ନ୍ୟୁଜ୍): ରାଜ୍ୟର ସହରାଞ୍ଚଳ ଆଞ୍ଚଳିକ ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବରେ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି…
ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ
ତିହିଡ଼ି (ଭାସ୍କର ନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ କିଛି ମାଛଧରଳି ଜାଲ ପକାଇ ମାଛ ଧରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜଣେ…
ଆସିପାରେ ଜିଏସ୍ଟିର ନୂଆ ସ୍ଲାବ୍, ମହଙ୍ଗା ହେବ ବିଭିନ୍ନ ସାମଗ୍ରୀ
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଗଠନ କରାଯାଇଥିବା ମନ୍ତ୍ରୀମାନଙ୍କ ଏକ ଟିମ୍ ବର୍ତ୍ତମାନ ପ୍ରଚଳନରେ ଥିବା ୧୨% ଓ ୧୮% ସ୍ଲାବ୍କୁ ମିଶ୍ରଣ କରି ୧୫% ନାମରେ ଏକ…
ନୂଆଗଡ଼ ଗ୍ରାମରେ ବାଘ ଆତଙ୍କ, ପଦ ଚିହ୍ନ ଦେଖି ଲୋକେ ଭୟଭୀତ
ଜଗତସିଂହପୁର, (ଭାସ୍କର ନ୍ୟୁଜ୍) : ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ମୁଦୁୁର ପଞ୍ଚାୟତର ନୂଆଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ତଥା ଆତଙ୍କିତ ହୋଇ ରହିଥିବାର ଶୁଣିବାକୁ ପଡ଼ିଛି ।…
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ସାଢ଼େ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ (ଭାସ୍କର ନ୍ୟୁଜ୍): ଆଜି ଚୈତ୍ର-କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ…
ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର…