Browsing Category
ଖବର
ବଦ୍ରିନାଥ ଧାମର ଅଜଣା ରହସ୍ୟ; ଏଠାରେ ଭୁକନ୍ତି ନାହିଁ କୁକୁର, ଏହା ଚମତ୍କାର ନା ପ୍ରକୃତିର ନିୟମ, ଜାଣନ୍ତୁ ଏ କାହାଣୀ
ଉତ୍ତରାଖଣ୍ଡ: ରାଜ୍ୟର ଚାମୋଲି ଜିଲ୍ଲାରେ ଅଳକନନ୍ଦା ନଦୀ କୂଳରେ ବ୍ରଦିନାଥ ଧାମ ଅବସ୍ଥିତ। ଏହା ଭାରତର ସବୁଠାରୁ ପବିତ୍ର ଏବଂ ପ୍ରମୁଖ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ। ଏହା ଚାରିଧାମ ଏବଂ ଛୋଟା ଚାରି ଧାମ ଅର୍ଥାତ୍ ହିମାଳୟ…
ରାଜନୈତିକ ମଞ୍ଚରେ ହଟଚମଟ; ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ଭୁବନେଶ୍ୱର: ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ପାର୍ଟି ଉଚ୍ଚକମାଣ୍ଡଙ୍କୁ ପତ୍ର ଲେଖି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା…
ନାବାଳିକା ଗୋଡ଼ ଉପରେ ଚଢିଗଲା ‘ଆମ ବସ୍’, କଟକ ଗଣେଶ ଘଟରେ ଅଘଟଣ
କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ନାବାଳିକା ଗୋଡ଼ ଉପରେ ଚଢିଗଲା ଆମ ବସ । କଟକର ଗଣେଶ ଘାଟ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ସ୍ଥାନୀୟଲୋକଙ୍କ…
ଇଣ୍ଟରନେଣ୍ଟ ଉପରେ ‘ସମୁଦ୍ର ସଙ୍କଟ’, ଲାଲ ସାଗରରେ କଟିଲା କେବୁଲ, ଭାରତ-ପାକିସ୍ତାନ କନେକ୍ଟିଭିଟି ଠପ୍
ନୂଆଦିଲ୍ଲୀ: ଲାଲ ସାଗର ତଳେ ବିଛାଯାଇଥିବା ଫାଇବର ଅପ୍ଟିକ୍ କେବୁଲଗୁଡ଼ିକ କାଟିବା ଯୋଗୁଁ ଏସିଆ ଏବଂ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ଇଣ୍ଟରନେଟ୍ ସେବା ବହୁତ ଖରାପ ଭାବରେ ପ୍ରଭାବିତ ହୋଇଛି। ଇଣ୍ଟରନେଟ୍ ମନିଟରିଂ ସଂଗଠନ…
ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ
ନବରଙ୍ଗପୁର: ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 9 ମାସର ଭାଇ ଋତୁରଜ ହରିଜନ ଏବଂ 11 ବର୍ଷର ଭଉଣୀ ଅମିତା…
ଏହି 3 କଥାରେ ଭାଙ୍ଗିଯିବ ଦୋସ୍ତୀ, ଭୁଲରେ ବି କାହାକୁ କୁହନ୍ତୁ ନାହିଁ- ଚାଣକ୍ୟଙ୍କ ଚେତାବନୀ
ଓଡ଼ିଶା ଭାସ୍କର: ଆଚାର୍ଯ୍ୟ ଚାଣକ୍ୟଙ୍କୁ କେବଳ ରାଜନୀତିର ବିଦ୍ୱାନ କହିବା କମ ହେବ। ସେ ଏପରି ଜଣେ ନୀତିଶାସ୍ତ୍ରବିତ ଥିଲେ ଯାହାଙ୍କ ନୀତି ଆଜି ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇପାରେ। ସେ ଜୀବନର ଏପରି ଅନେକ…
Asia Cup 2025: ଦିଗ୍ଗଜ କ୍ରିକେଟରଙ୍କ ବଡ଼ ଭବିଷ୍ୟବାଣୀ… କହିଲେ କିଏ କରିବ ସର୍ବାଧିକ ରନ୍, କିଏ ନେବ ଅଧିକ ୱିକେଟ୍?
ନୂଆଦିଲ୍ଲୀ: ଏସିଆ କପ୍ 2025 ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଏବଂ ୟୁଏଇ ପରସ୍ପରକୁ ମୁହାଁମୁହିଁ ହେବେ। ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ମ୍ୟାଚ୍ ବୁଧବାର, 10 ସେପ୍ଟେମ୍ବରରେ ୟୁଏଇ ସହିତ…
କେବଳ ମଦ୍ୟପାନ ନହେଁ, ଯୁବପିଢିଙ୍କର ଲିଭର ସିରୋସିସର ଏ ହେଉଛି ବଡ଼ କାରଣ; ସତର୍କ କଲେ ଡାକ୍ତର, ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା
ଓଡ଼ିଶା ଭାସ୍କର: ଲିଭର ସିରୋସିସ୍ କେବଳ ମଦ୍ୟପାନ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଯୁବ ବୟସ୍କଙ୍କ ମଧ୍ୟରେ ଏହି ମାରାତ୍ମକ ରୋଗର ଅନେକ କାରଣ ରହିଛି। ଯଦିଓ ସମଗ୍ର ବିଶ୍ୱରେ ଲିଭର ସମସ୍ୟାରୁ ହେଉଥିବା ମୋଟ ମୃତ୍ୟୁର 20%…
ଆଜିଠୁ Asia Cup 2025: କେବେ, କେଉଁଠି ଓ କିପରି ଦେଖିବେ LIVE Streaming? ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ…
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ Asia Cup 2025ର ମହାମୁକାବିଲା । ଯଦିଓ ଏସିଆ କପ୍ ସେପ୍ଟେମ୍ବର 9 ଆର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଦିନ ପରେ ସଂଯୁକ୍ତ ଆରବ ଏମିରାତ (UAE)…
GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ ମିଡିଆରୁ ହଟାଇଲେ ବ୍ୟାନ୍, ‘ପଶ୍ଚାତାପ ନାହିଁ’ କହିଲେ ମନ୍ତ୍ରୀ
ନେପାଳ: ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ କହିଛନ୍ତି ଯେ, ସୋମବାର (8 ସେପ୍ଟେମ୍ବର 2025) ରେ ଅନୁଷ୍ଠିତ କ୍ୟାବିନେଟ…