Browsing Category
ଖବର
ବୁଦ୍ଧିକୁ ମାନିବାକୁ ପଡ଼ିବ! ଟଏଲେଟ୍ ସିଟ୍ ତଳେ ମଦ ଷ୍ଟୋର ରୁମ୍; ଗଣି ଗଣି ନାକେଦମ୍ ପୋଲିସ
ଗୁଜୁରାଟ: କେଉଁଠି ଶୌଚାଳୟ ତଳେ ତ, କେଉଁଠି ସ୍ୱିଚ୍ ବୋର୍ଡ ପଛପଟେ । ଲକ୍ଷ ଲକ୍ଷ ଟଙ୍କାର ମଦ ବୋତଲ ଜବତ କଲ ପୋଲିସ । ଅହମ୍ମଦାବାଦରୁ ମଦ ମାଫିଆଙ୍କ ବିରୋଧରେ ପୋଲିସର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି।…
ମୋବାଇଲ୍ ପାଇ ପ୍ରେମିକ ହାତରେ ଝିଅକୁ ଟେକି ଦେଲା ବାପା, ସାମ୍ନାକୁ ଆସିଲା ୟୁନିକ୍ ଲଭଷ୍ଟୋରୀର କାହାଣୀ
ପାକିସ୍ତାନ: ପାକିସ୍ତାନରୁ ଏକ ଆକର୍ଷଣୀୟ ଏବଂ ଅନନ୍ୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଜଣେ ପୁଅ କେବଲ ଗୋଟିଏ ସ୍ମାର୍ଟ ଫୋନ୍ ଦେଇ ଝିଅର ବାପାଙ୍କୁ ତାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାକୁ ଶ୍ୱଶୁର ବି ଗ୍ରହଣ…
ବାପା-ମା’ଙ୍କ କଳି, କେତେ ସହିଥାନ୍ତା ୧୫ ବର୍ଷର ଝିଅ, ହାଇକୋର୍ଟ ଛାତ ଉପରୁ ସିଧା ତଳକୁ ଡେଇଁପଡ଼ିଲା
ତାମିଲନାଡୁ: ହାଇକୋର୍ଟରେ ଘଟିଗଲା ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୧୫ ବର୍ଷୀୟା ଝିଅ ହାଇକୋର୍ଟ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଆଉ ଆତ୍ମହତ୍ୟା କରିବାର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ।…
ବେକେରୀ ସପ୍ ର ଖାଇବାରୁ ବାହାରିଲା ମଲା ସାପ, ସାପକୁ ଧରି ପୋଲିସ ପାଖକୁ ଦୌଡ଼ିଲେ ମହିଳା
ତେଲେଙ୍ଗାନା: ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି। ଯେଉଁଥିରେ କେତେବେଳେ ଭେଜ୍ ଖାଦ୍ୟରେ ନନ୍-ଭେଜ୍ ମିଳୁଛି ତ ଆଉ କେଉଁଠି ଖାଇବାରୁ ମଲା ଅସରପା ବାହାରୁଛି। କିନ୍ତୁ ଆପଣ ଏପରି ଘଟଣା ବୋହୁତ୍ କମ୍ ଦେଖିଥିବେ…
ଅଙ୍ଗଦାନକୁ କାହିଁକି କୁହାଯାଏ ମହାଦାନ, ପ୍ରଥମେ କିଏ କରିଥିଲେ ଅଙ୍ଗଦାନ, ଆଉ କେଉଁ ଅଙ୍ଗ…
ଓଡ଼ିଶାଭାସ୍କର: କୁହାଯାଏ ଯେ ସବୁଠାରୁ ବଡ଼ ଦାନ ହେଉଛି ଜ୍ଞାନର ଦାନ। କିନ୍ତୁ ବର୍ତ୍ତମାନ ଆଉ ଏକ ଦାନ ମଧ୍ୟ ଅଛି ଯାହାକୁ ମହାଦାନ ବୋଲି କୁହାଯାଏ। ଆଜି ସାରା ବିଶ୍ୱରେ 'ବିଶ୍ୱ ଅଙ୍ଗ ଦାନ ଦିବସ' ପାଳନ କରାଯାଉଛି।…
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟର ୫ ଜିଲ୍ଲାରେ ୨ ଦିନ ଯାଏଁ ସ୍କୁଲ ଛୁଟି
ହାଇଦ୍ରାବାଦ: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଆସନ୍ତା ୨ ଦିନ ବନ୍ଦ ରହିବ ସ୍କୁଲ। ହେଲେ ସବୁ ଜାଗାରେ ନୁହେଁ। ଏହି ରାଜ୍ୟର ୫ଟି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ହେଲେ ଆପଣ ଜାଣିଛନ୍ତି କି କାହିଁକି ୨ ଦିନ ସ୍କୁଲ…
ସ୍କୁଲରେ ବଡ଼ ଅଘଟଣ! ମଧ୍ୟାହ୍ନଭୋଜନ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡରରେ ଲାଗିଗଲା ନିଆଁ, ଆଉ ତାପରେ…
କାମାକ୍ଷାନଗର: ସ୍କୁଲରେ ଘଟିଥାନ୍ତା ବଡ଼ ଅଘଟଣ। ହଠାତ୍ ହୁତୁହୁତୁ ହୋଇ ଜଳିଲା ଗ୍ୟାସ୍ ସିଲିଣ୍ଡର। ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ବେଳେ ସିଲିଣ୍ଡରରେ ଲାଗିଗଲା ନିଆଁ।
ହେଲେ ଭାଗ୍ୟ ଭଲ…
ବୁର୍ଲାରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ
ସମ୍ବଲପୁର: ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ କରୁଥିଲେ।
ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି ହେଲେ ରୋଗୀ।
ଗତକାଲି ନିଜ ତଣ୍ଟି କାଟି ଜୀବନ ହାରିବା ପାଇଁ କରିଥିଲେ ଉଦ୍ୟମ।…
କୁକୁରଙ୍କ ଟେନସନ୍ ଖତମ୍: ଏଥର ସେଲ୍ଟର ହୋମରେ ରହିବେ ବୁଲା କୁକୁର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବୁଲା କୁକୁରମାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡ଼ାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ…
(VIDEO)ବଡ଼ ବିମାନ ଦୁର୍ଘଟଣା; ଏୟାରପୋର୍ଟରେ ଦୁଇ ବିମାନ ମୁହାଁ ମୁହିଁ ଧକ୍କା, ଭୟଙ୍କର ବିସ୍ଫୋରଣ ପରେ ଲାଗିଲା ନିଆଁ
ୱାଶିଂଟନ: ପୁଣି ବଡ଼ ବିମାନ ଦୁର୍ଘଟଣା । ଆମେରିକାର ମୋଣ୍ଟାନାର କାଲିସପେଲ୍ ସିଟି ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
ରିପୋର୍ଟ ଅନୁସାରେ, ବିମାନବନ୍ଦରରେ ଅବତରଣ…