fbpx

ପରୀ ମାମଲାର ଚାର୍ଜଫ୍ରେମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲା । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ । ଦଫା ୩୦୨, ୩୭୬ କ ଏବଂ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ । ୬ ପକ୍ସୋ ଆକ୍ଟରେ ମଧ୍ୟ ମାମଲାର ଚାର୍ଜଫ୍ରେମ୍ କଲେ କୋର୍ଟ ।

Get real time updates directly on you device, subscribe now.