୯ମ ଶ୍ରେଣୀ ଛାତ୍ର ସାଜିଲା ଦୁର୍ଦ୍ଦାନ୍ତ ଅପରାଧୀ… ଛୁରୀରେ ୧୦ମ ଶ୍ରେଣୀ ଛାତ୍ରକୁ କଲା ସାଫ୍

ଗାନ୍ଧୀନଗର: ଗୁଜୁରାତ ଅହମଦାବାଦରୁ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି ।

ଛାତ୍ରୀଜଣଙ୍କୁ ଛୁରୀ ଭୁସି ଘାଇଲା କରିଛି ୯ ଶ୍ରେଣୀ ଛାତ୍ର । ଗତକାଲି ଏ ଘଟରା ଘଯିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିିକିତ୍ସାଧୀନ ଅବସ୍ଥାରେ ଛାତ୍ରଈଙ୍କ ମୃତ୍ୟୁ ଘଯିଛି ।

ଛାତ୍ରୀଙ୍କ ମୃତ୍ୟୁ ପରେ ଅହମଦାବାଦରେ ଥିବା ଏହି ଘରୋଇ ସ୍କୁଲ ବାହାରେ ହିନ୍ଦୁ ଅଭିଭାବକ ଏବଂ ଏବିଭିପିର ସଦସ୍ୟମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ତେବେ ୯ମ ଶ୍ରେଣୀ ଛାତ୍ର  ଛାତ୍ରଙ୍କୁ ଆକ୍ରମଣ କରିବାର କାରଣ ଜଣାପଡ଼ି ନାହିଁ । ସେପଟେ ଅଭିଯୋଗ ପରେ ପୋଲିସ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ।