fbpx

(ଭିଡିଓ) ପଞ୍ଚାୟତ ନିର୍ବାଚନରେ ଭଲ କରିବ କଂଗ୍ରେସ: ସୁର ରାଉତରାୟ

ଭୁବନେଶ୍ୱରରେ କଂଗ୍ରେସର ବିଶାଳ ସଦଭାବନା ରାଲି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏହି ରାଲି ଯୋଗଦେଇଥିଲେ । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଂଗ୍ରେସ ବିଧାୟକ ସୁର ରାଉତରାୟ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନିଶ୍ଚୟ ଭାବରେ ଭଲ ପ୍ରଦର୍ଶନ କରିବ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସର କର୍ମୀମାନେ ତୃଣମୂଳ ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ସଚେତନ କରିବେ । ଅହେତୁକ ଦରଦାମ ବୃଦ୍ଧି ଆଦି ବିଷୟରେ ଲୋକଙ୍କୁ ବୁଝାଇବେ । ତେଣୁ ୨୦୨୪ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିବ । ୨୦୨୪ ରେ କଂଗ୍ରେସ କମିଙ୍ଗ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.