fbpx

ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ହାତୀର ମୃତ ଦେହ

କଟକ(ଓଡ଼ିଶା ଭାସ୍କର): କଟକ ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ହାତୀର ମୃତ ଦେହ । ମୁଣ୍ଡଳୀ ବ୍ୟାରେଜ୍ ରେ ଫସିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ବନ ବିଭାଗ ପକ୍ଷରୁ ଦିଆଯାଇନାହିଁ । ବର୍ତ୍ତମାନ ହାତୀର ମୃତଦେହକୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

Get real time updates directly on you device, subscribe now.