fbpx

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେ. କବିତାଙ୍କ ନାଁରେ ଦାଖଲ ହେଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଈଜଝ ନେତ୍ରୀ କେ. କବିତାଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଉକ୍ତ ଚାର୍ଜସିଟ୍ ଅନୁଯାୟୀ ମୋଟ୍ ୧ ହଜାର ୧୦୦ କୋଟି ଟଙ୍କାର ମନି ଲଣ୍ଡରିଂ ହୋଇଥିବା ଦର୍ଶାଯାଇଛି ଯେଉଁଥିରୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ୨୯୨.୮ କୋଟି ଟଙ୍କାର ବିବରଣୀ ପ୍ରଦାନ କରିଛି । ତେବେ ଏହି ସ୍କାମର ପର୍ଦ୍ଦାଫାଶ ହେବା ପରେ ୩ରୁ ୪ ଦିନରେ ୧୦ଟି ଫୋନ୍ ବଦଳାଯାଇଥିଲା ଯେଁଉଥିରୁ ୯ଟି ଫୋନ୍ ନଷ୍ଟ ହୋଇଥିବା ବେଳେ ଗୋଟିଏ ଫୋନ୍ ଇଡିକୁ ଯାଞ୍ଚ ପାଇଁ ଦିଆଯାଇଥିଲା । ଏଥିରୁ ସବୁ ଡାଟା ଡିଲିଟ୍ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । କହିରଖୁଛୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି କେ. କବିତା ।

Get real time updates directly on you device, subscribe now.