ଭୁବନେଶ୍ୱର: ପୂର୍ବତନ ପୋଲିସ ଅଧିକାରୀ କୁଳମଣି ଦେଓଙ୍କ ପରଲୋକ ଘଟିଛି । ଭୁବନେଶ୍ୱର କଳ୍ପନା ବିଜେବି ନଗରସ୍ଥିତ ବାସଭବନରେ କୁଳମଣି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଦକ୍ଷ ପୋଲିସ ଅଫିସର ଭାବେ ଉଭୟ କଟକ, ଭୁବନେଶ୍ୱର ଏବଂ ବାଲେଶ୍ୱରରେ ସେ ବେଶ୍ ପରିଚିତ ।
ପୁରୀ ସ୍ୱର୍ଗଦ୍ୱାରରେ କୁଳମଣିଙ୍କ ଶେଷକୃତ୍ୟ ୁ ସମ୍ପନ୍ନ କରାଯିବା ନେଇ ସୂଚନା । ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି କୁଳମଣି ।