fbpx

ହଜିଯାଇଛି କି ଆପଣଙ୍କ ଆଧାର କାର୍ଡ ଆଉ ଭୁଲି ଯାଇଛନ୍ତି କି ନମ୍ବର, ଜାଣନ୍ତୁ କ’ଣ କରିବେ?

ନୂଆଦିଲ୍ଲୀ: ଆଧାର ହେଉଛି ବ୍ୟକ୍ତିର ସବୁଠାରୁ ବଡ ପରିଚୟ ପ୍ରମାଣପତ୍ର । ଏହା ହଜିଗଲେ ଆପଣଙ୍କ ବହୁ ଜରୁରୀ କାମ ଅଟକି ଯାଇପାରେ । ତେଣୁ ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଇଛି ଆଉ ଆପଣଙ୍କର ନିଜ ଆଧାର ନମ୍ବର ମନେ ନାହିଁ ତେବେ କ’ଣ କରିବେ ଜାଣିନିଅନ୍ତୁ ।

ଆପଣଙ୍କୁ ପ୍ରଥମେ ଏକ ଟୋଲ୍ ଫ୍ରି ନମ୍ବର ୧୯୪୭ରେ କଲ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ଆଇବିଆର୍‌ରେ ଦିଆଯାଇଥିବା ଅପ୍ସନକୁ ପୂରଣ କରିବାକୁ ହେବ । ଏହି ସମୟରେ ଆଧାର କର୍ମଚାରୀ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବେ । ଏହାର ଉତ୍ତର ଦେବା ପରେ ଆପଣଙ୍କୁ ଆଧାରର ସମସ୍ତ ବିବରଣୀ ପଠାଇଦିଆଯିବ ।

Get real time updates directly on you device, subscribe now.